# General Information: ୨୫ ପଦରେ, ଯୀଶୁ ଫାରୁଶୀମାନଙ୍କର ମନର ଚିନ୍ତା ଜାଣି ସେମାନଙ୍କୁ କହିବାକୁ ଲାଗିଲେ ଯେ ସେ ଶୟତାନର ଶକ୍ତି ଦ୍ବାରା ବ୍ୟକ୍ତିକୁ ସୁସ୍ଥ କଲେ I # this miracle ଏହା ଜଣେ ଅନ୍ଧ, ମୁକ, ଓ ଭୁତଗ୍ରସ୍ତ ବ୍ୟକ୍ତିର ଆଶ୍ଚର୍ଯ୍ୟଜନକ ସୁସ୍ଥତାକୁ ବୁଝାଏ I # This man does not cast out demons except by Beelzebul ଏହାକୁ ଆସ୍ତିକବାଚ୍ୟ ଆକାରରେ କୁହାଯାଇପାରିବ I “ଏ ଲୋକଟା କେବଳ ଭୁତ ଛଡାଇବା ନିମନ୍ତେ ସମର୍ଥ ଯେହେତୁ ସେ ଭୁତପତି ବାଆଲଜିବୁଲ୍ ଜଣେ ଦାସ ଅଟେ” (ଦେଖ: [[rc://*/ta/man/translate/figs-doublenegatives]]) # This man ଯୀଶୁଙ୍କ ନାମ ଉଚ୍ଚାରଣ କରିବାକୁ ଫାରୁଶିମାନେ ବର୍ଜନ କରନ୍ତି ଅର୍ଥାତ ସେମାନେ ତାହାଙ୍କୁ ପ୍ରତ୍ୟାଖ୍ୟାନ କରନ୍ତି I # the prince of the demons ଭୁତପତି