or_tn/mat/12/20.md

2.5 KiB

He

“ସେ”ର ସମସ୍ତ ବ୍ୟବହାର ଈଶ୍ବରଙ୍କ ମନୋନିତ ଦାସଙ୍କୁ ବୁଝାଏ I

He will not break any bruised reed; he will not quench any smoking flax

ଏହି ଉଭୟ ଉକ୍ତିର ଅର୍ଥ ସମାନ ବିଷୟ I ସେହି ରୁପକସମୁହ ଗୁରୁତ୍ବାରୋପ କରନ୍ତି ଯେ ଈଶ୍ବରଙ୍କ ଦାସ ନମ୍ର ଓ ଦୟାଳୁ ହେବେ I ଉଭୟ “ଛେରା ନଳ” ଓ “ସଧୁମ ସଳିତା” ଦୁର୍ବଳ ଓ କ୍ଷତିଗ୍ରସ୍ତ ଲୋକମାନଙ୍କୁ ବୁଝାଏ I ଯଦି ରୁପକ ଦ୍ବନ୍ଦ ସୃଷ୍ଟି କରେ, ତୁମେ ଆକ୍ଷରିକ ଅର୍ଥରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ସେ ଦୁର୍ବଳ ଲୋକମାନଙ୍କ ପ୍ରତି ଦୟାଳୁ ହେବେ, ଓ ସେ କ୍ଷତିଗ୍ରସ୍ତମାନଙ୍କ ପ୍ରତି ନମ୍ର ହେବେ” (ଦେଖ: [[rc:///ta/man/translate/figs-parallelism]] ଓ [[rc:///ta/man/translate/figs-metaphor]])

bruised reed

କ୍ଷତି ହୋଇଥିବା ଶସ୍ୟ

he will not quench any smoking flax

ସେ ସଧୁମ ସଳିତା ଲଗାଇବେ ନାହିଁ କିମ୍ବା “ସେ ସଧୁମ ସଳିତାକୁ ଜଳିବା ଠାରୁ ଲିଭାଇବେ ନାହିଁ”

smoking flax

ଏହା ଗୋଟିଏ ଦ୍ବୀପକୁ ବୁଝାଏ ଯାହାର ସଳିତା ଲିଭି ଆସୁଅଛି ଓ କେବଳ ଧୁଆଁ ବାହାରୁଛି I

flax, until

ଏହାକୁ ଏକ ନୁତନ ବାକ୍ୟରେ ଅନୁବାଦ କରାଯାଇପାରିବ I “ସଧୁମ I ସେପର୍ଯ୍ୟନ୍ତ ସେ ଏହା କରିବେ”

he leads justice to victory

କୌଣସି ବ୍ୟକ୍ତିଙ୍କୁ ଜୟଯୁକ୍ତ କରାଇବା ତାହାଙ୍କୁ ଜୟଲାଭ ଜୀବନ ଦେବାକୁ ବୁଝାଏ I ଜୟଲାଭ କରିବାକୁ ନ୍ୟାୟ ଦେବା ଉପଯୁକ୍ତଭାବେ ସଜାଡିବା ବିଷୟକୁ ବୁଝାଏ ଯାହା ଭୁଲ ହୋଇଯାଇଛି I ଅନ୍ୟ ଏକ ଅନୁବାଦରେ: “ସେ ସମସ୍ତ ବିଷୟକୁ ସଜାଡିବେ” (ଦେଖ: rc://*/ta/man/translate/figs-abstractnouns)