# He “ସେ”ର ସମସ୍ତ ବ୍ୟବହାର ଈଶ୍ବରଙ୍କ ମନୋନିତ ଦାସଙ୍କୁ ବୁଝାଏ I # He will not break any bruised reed; he will not quench any smoking flax ଏହି ଉଭୟ ଉକ୍ତିର ଅର୍ଥ ସମାନ ବିଷୟ I ସେହି ରୁପକସମୁହ ଗୁରୁତ୍ବାରୋପ କରନ୍ତି ଯେ ଈଶ୍ବରଙ୍କ ଦାସ ନମ୍ର ଓ ଦୟାଳୁ ହେବେ I ଉଭୟ “ଛେରା ନଳ” ଓ “ସଧୁମ ସଳିତା” ଦୁର୍ବଳ ଓ କ୍ଷତିଗ୍ରସ୍ତ ଲୋକମାନଙ୍କୁ ବୁଝାଏ I ଯଦି ରୁପକ ଦ୍ବନ୍ଦ ସୃଷ୍ଟି କରେ, ତୁମେ ଆକ୍ଷରିକ ଅର୍ଥରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ସେ ଦୁର୍ବଳ ଲୋକମାନଙ୍କ ପ୍ରତି ଦୟାଳୁ ହେବେ, ଓ ସେ କ୍ଷତିଗ୍ରସ୍ତମାନଙ୍କ ପ୍ରତି ନମ୍ର ହେବେ” (ଦେଖ: [[rc://*/ta/man/translate/figs-parallelism]] ଓ [[rc://*/ta/man/translate/figs-metaphor]]) # bruised reed କ୍ଷତି ହୋଇଥିବା ଶସ୍ୟ # he will not quench any smoking flax ସେ ସଧୁମ ସଳିତା ଲଗାଇବେ ନାହିଁ କିମ୍ବା “ସେ ସଧୁମ ସଳିତାକୁ ଜଳିବା ଠାରୁ ଲିଭାଇବେ ନାହିଁ” # smoking flax ଏହା ଗୋଟିଏ ଦ୍ବୀପକୁ ବୁଝାଏ ଯାହାର ସଳିତା ଲିଭି ଆସୁଅଛି ଓ କେବଳ ଧୁଆଁ ବାହାରୁଛି I # flax, until ଏହାକୁ ଏକ ନୁତନ ବାକ୍ୟରେ ଅନୁବାଦ କରାଯାଇପାରିବ I “ସଧୁମ I ସେପର୍ଯ୍ୟନ୍ତ ସେ ଏହା କରିବେ” # he leads justice to victory କୌଣସି ବ୍ୟକ୍ତିଙ୍କୁ ଜୟଯୁକ୍ତ କରାଇବା ତାହାଙ୍କୁ ଜୟଲାଭ ଜୀବନ ଦେବାକୁ ବୁଝାଏ I ଜୟଲାଭ କରିବାକୁ ନ୍ୟାୟ ଦେବା ଉପଯୁକ୍ତଭାବେ ସଜାଡିବା ବିଷୟକୁ ବୁଝାଏ ଯାହା ଭୁଲ ହୋଇଯାଇଛି I ଅନ୍ୟ ଏକ ଅନୁବାଦରେ: “ସେ ସମସ୍ତ ବିଷୟକୁ ସଜାଡିବେ” (ଦେଖ: [[rc://*/ta/man/translate/figs-abstractnouns]])