or_tn/mat/12/13.md

1.2 KiB

Then Jesus said to the man, ""Stretch out your hand.

ଏହାକୁ ପରୋକ୍ଷ ଉଦ୍ଧୃତ ବାକ୍ୟରେ ଅନୁବାଦ କରାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ସେତେବେଳେ ଯୀଶୁ ସେହି ଲୋକକୁ ହାତ ବଢାଇବା ନିମନ୍ତେ ଅଜ୍ଞା କଲେ” (ଦେଖ: rc://*/ta/man/translate/figs-quotations)

to the man

ହାତ ଶୁଖିଯାଇଥିବା ମନୁଷ୍ୟକୁ କିମ୍ବା “ଯାହାର ହାତ ଶୁଖିଯାଇଥିବା ବ୍ୟକ୍ତିକୁ”

Stretch out your hand

ତୁମ୍ଭର ହାତ ଚଳାଅ କିମ୍ବା “ତୁମର ହାତ ଉଠାଅ”

He stretched

ସେହି ବ୍ୟକ୍ତିଟି ହାତ ଉଠାଇଲେ

it was restored to health

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଏହା ପୁନର୍ବାର ସୁସ୍ଥ ହେଲା” କିମ୍ବା “ଏହା ପୁନର୍ବାର ସୁସ୍ଥ ହୋଇଗଲା” (ଦେଖ: rc://*/ta/man/translate/figs-activepassive)