or_tn/mat/12/13.md

20 lines
1.2 KiB
Markdown
Raw Permalink Normal View History

2020-11-19 00:15:53 +00:00
# Then Jesus said to the man, ""Stretch out your hand.
ଏହାକୁ ପରୋକ୍ଷ ଉଦ୍ଧୃତ ବାକ୍ୟରେ ଅନୁବାଦ କରାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ସେତେବେଳେ ଯୀଶୁ ସେହି ଲୋକକୁ ହାତ ବଢାଇବା ନିମନ୍ତେ ଅଜ୍ଞା କଲେ” (ଦେଖ: [[rc://*/ta/man/translate/figs-quotations]])
# to the man
ହାତ ଶୁଖିଯାଇଥିବା ମନୁଷ୍ୟକୁ କିମ୍ବା “ଯାହାର ହାତ ଶୁଖିଯାଇଥିବା ବ୍ୟକ୍ତିକୁ”
# Stretch out your hand
ତୁମ୍ଭର ହାତ ଚଳାଅ କିମ୍ବା “ତୁମର ହାତ ଉଠାଅ”
# He stretched
ସେହି ବ୍ୟକ୍ତିଟି ହାତ ଉଠାଇଲେ
# it was restored to health
ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଏହା ପୁନର୍ବାର ସୁସ୍ଥ ହେଲା” କିମ୍ବା “ଏହା ପୁନର୍ବାର ସୁସ୍ଥ ହୋଇଗଲା” (ଦେଖ: [[rc://*/ta/man/translate/figs-activepassive]])