or_tn/mat/12/05.md

1.6 KiB

Connecting Statement:

ଯୀଶୁ ଫାରୁଶୀମାନଙ୍କୁ ଉତ୍ତର ଦେବା ଜାରି ରଖିଛନ୍ତି

Have you not read in the law that ... but are guiltless?

ଯୀଶୁ ଫାରୁଶୀମାନଙ୍କ ପରିହାସରେ ଉତ୍ତର କରି ଏକ ପ୍ରଶ୍ନ ବ୍ୟବହାର କରୁଛନ୍ତି I ଯୀଶୁ ଶାସ୍ତ୍ରରେ ସେମାନେ ପଢିଥିବା ଅର୍ଥ ସମ୍ବନ୍ଧରେ ସେମାନଙ୍କୁ ଚିନ୍ତା କରିବାକୁ ଆହ୍ବାନ ଦେଲେ I ଅନ୍ୟ ଏକ ଅନୁବାଦରେ: “ନିଶ୍ଚିତରୁପେ ତୁମ୍ଭେମାନେ ମୋଶାଙ୍କ ବ୍ୟବସ୍ଥା ପାଠ କରିଅଛ ଯେ … କିନ୍ତୁ ନିର୍ଦୋଷ ଅଟନ୍ତି I” କିମ୍ବା “ବ୍ୟବସ୍ଥାରେ କଅଣ ଶିକ୍ଷା ଦିଏ ତାହା ତୁମ୍ଭେ ଜାଣିବା ଉଚିତ … କିନ୍ତୁ ସେମାନେ ନିର୍ଦୋଷ ଅଟନ୍ତି I” (ଦେଖ: rc://*/ta/man/translate/figs-rquestion)

profane the Sabbath

ସେମାନେ ଅନ୍ୟଦିନମାନଙ୍କରେ ଯାହା କରନ୍ତି ତାହା ବିଶ୍ରାମବାରରେ କର

are guiltless

ଈଶ୍ବର ସେମାନଙ୍କୁ ଦଣ୍ଡିତ କରିବେ ନାହିଁ କିମ୍ବା “ଈଶ୍ବର ସେମାନଙ୍କୁ ଦୋଷୀ ଗଣନା କରିବେ ନାହିଁ”