or_tn/mat/12/05.md

16 lines
1.6 KiB
Markdown
Raw Permalink Normal View History

2020-11-19 00:15:53 +00:00
# Connecting Statement:
ଯୀଶୁ ଫାରୁଶୀମାନଙ୍କୁ ଉତ୍ତର ଦେବା ଜାରି ରଖିଛନ୍ତି
# Have you not read in the law that ... but are guiltless?
ଯୀଶୁ ଫାରୁଶୀମାନଙ୍କ ପରିହାସରେ ଉତ୍ତର କରି ଏକ ପ୍ରଶ୍ନ ବ୍ୟବହାର କରୁଛନ୍ତି I ଯୀଶୁ ଶାସ୍ତ୍ରରେ ସେମାନେ ପଢିଥିବା ଅର୍ଥ ସମ୍ବନ୍ଧରେ ସେମାନଙ୍କୁ ଚିନ୍ତା କରିବାକୁ ଆହ୍ବାନ ଦେଲେ I ଅନ୍ୟ ଏକ ଅନୁବାଦରେ: “ନିଶ୍ଚିତରୁପେ ତୁମ୍ଭେମାନେ ମୋଶାଙ୍କ ବ୍ୟବସ୍ଥା ପାଠ କରିଅଛ ଯେ … କିନ୍ତୁ ନିର୍ଦୋଷ ଅଟନ୍ତି I” କିମ୍ବା “ବ୍ୟବସ୍ଥାରେ କଅଣ ଶିକ୍ଷା ଦିଏ ତାହା ତୁମ୍ଭେ ଜାଣିବା ଉଚିତ … କିନ୍ତୁ ସେମାନେ ନିର୍ଦୋଷ ଅଟନ୍ତି I” (ଦେଖ: [[rc://*/ta/man/translate/figs-rquestion]])
# profane the Sabbath
ସେମାନେ ଅନ୍ୟଦିନମାନଙ୍କରେ ଯାହା କରନ୍ତି ତାହା ବିଶ୍ରାମବାରରେ କର
# are guiltless
ଈଶ୍ବର ସେମାନଙ୍କୁ ଦଣ୍ଡିତ କରିବେ ନାହିଁ କିମ୍ବା “ଈଶ୍ବର ସେମାନଙ୍କୁ ଦୋଷୀ ଗଣନା କରିବେ ନାହିଁ”