or_tn/mat/10/34.md

16 lines
1.0 KiB
Markdown

# Connecting Statement:
ଯୀଶୁ ଶିଷ୍ୟମାନଙ୍କୁ ତାଡନାକୁ କାହିଁକି ଭୟ କରିବେ ନାହିଁ ଯେତେବେଳେ ସେମାନେ ସମ୍ମୁଖିନ ହେବେ ତାହାର କାରଣ ଦର୍ଶାଇ ଶିକ୍ଷା ଦେବା ଜାରି ରଖିଛନ୍ତି I
# Do not think
ମନେ ନକର କିମ୍ବା “ତୁମେ ଭାବିବା ଉଚିତ ନୁହେଁ”
# upon the earth
ଏହା ପୃଥିବୀରେ ବାସ କରୁଥିବା ଲୋକମାନଙ୍କୁ ବୁଝାଏ, ଅନ୍ୟ ଏକ ଅନୁବାଦରେ: “ପୃଥିବୀର ଲୋକମାନଙ୍କୁ” କିମ୍ବା “ଲୋକମାନଙ୍କୁ” (ଦେଖ: [[rc://*/ta/man/translate/figs-metonymy]])
# a sword
ଏହା ଲୋକମାନଙ୍କ ମଧ୍ୟରେ ବିଭାଜନ, ଯୁଦ୍ଧ, ଓ ବଧ କରିବାକୁ ବୁଝାଏ I (ଦେଖ: [[rc://*/ta/man/translate/figs-metonymy]])