or_tn/mat/10/34.md

1.0 KiB

Connecting Statement:

ଯୀଶୁ ଶିଷ୍ୟମାନଙ୍କୁ ତାଡନାକୁ କାହିଁକି ଭୟ କରିବେ ନାହିଁ ଯେତେବେଳେ ସେମାନେ ସମ୍ମୁଖିନ ହେବେ ତାହାର କାରଣ ଦର୍ଶାଇ ଶିକ୍ଷା ଦେବା ଜାରି ରଖିଛନ୍ତି I

Do not think

ମନେ ନକର କିମ୍ବା “ତୁମେ ଭାବିବା ଉଚିତ ନୁହେଁ”

upon the earth

ଏହା ପୃଥିବୀରେ ବାସ କରୁଥିବା ଲୋକମାନଙ୍କୁ ବୁଝାଏ, ଅନ୍ୟ ଏକ ଅନୁବାଦରେ: “ପୃଥିବୀର ଲୋକମାନଙ୍କୁ” କିମ୍ବା “ଲୋକମାନଙ୍କୁ” (ଦେଖ: rc://*/ta/man/translate/figs-metonymy)

a sword

ଏହା ଲୋକମାନଙ୍କ ମଧ୍ୟରେ ବିଭାଜନ, ଯୁଦ୍ଧ, ଓ ବଧ କରିବାକୁ ବୁଝାଏ I (ଦେଖ: rc://*/ta/man/translate/figs-metonymy)