or_tn/mat/10/32.md

1.8 KiB

Connecting Statement:

ଶିଷ୍ୟମାନେ କାହିଁକି ତାଡନାକୁ ଭୟ କରିବେ ନାହିଁ ଯାହା ସେମାନେ ସମ୍ମୁଖିନ ହେବେ ତାହାର କାରଣ ବିଷୟରେ ଯୀଶୁ ଉପଦେଶ ଜାରି ରଖିଛନ୍ତି I

everyone who confesses me ... I will also confess before my Father

ଯେକେହି ମୋତେ ସ୍ବୀକାର କରେ… ମୁଁ ମଧ୍ୟ ମୋହର ସ୍ବର୍ଗସ୍ଥ ପିତାଙ୍କ ସମ୍ମୁଖରେ ତାହାକୁ ସ୍ବୀକାର କରିବି କିମ୍ବା “ଯଦି କେହି ମୋତେ ସ୍ବୀକାର କରେ… ମୋର ପିତାଙ୍କ ସାକ୍ଷାତରେ ସ୍ବୀକାର କରିବି”

confesses me before men

ଯେ ଅନ୍ୟମାନଙ୍କୁ ମୋହର ଶିଷ୍ୟ କହେ କିମ୍ବା “ଅନ୍ୟ ଲୋକମାନଙ୍କ ସାକ୍ଷାତରେ ମୋହର ଶିଷ୍ୟ କହେ”

I will also confess before my Father who is in heaven

ଏହି ଉକ୍ତିକୁ ବହିର୍ଭୁତ କରିପାର ଯେପରି ବୁଝା ପଡିବ I ଅନ୍ୟ ଏକ ଅନୁବାଦରେ: “ମୁଁ ମୋହର ସ୍ବର୍ଗସ୍ଥ ପିତାଙ୍କ ସାକ୍ଷାତରେ କହିବି ସେ ମୋହର ଅଟେ” (ଦେଖ: rc://*/ta/man/translate/figs-ellipsis)

my Father who is in heaven

ମୋହର ସ୍ବର୍ଗସ୍ଥ ପିତା

Father

ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୁର୍ଣ୍ଣ ସଜ୍ଞା ଅଟେ I (ଦେଖ: rc://*/ta/man/translate/guidelines-sonofgodprinciples)