or_tn/mat/10/32.md

24 lines
1.8 KiB
Markdown
Raw Permalink Normal View History

2020-11-19 00:15:53 +00:00
# Connecting Statement:
ଶିଷ୍ୟମାନେ କାହିଁକି ତାଡନାକୁ ଭୟ କରିବେ ନାହିଁ ଯାହା ସେମାନେ ସମ୍ମୁଖିନ ହେବେ ତାହାର କାରଣ ବିଷୟରେ ଯୀଶୁ ଉପଦେଶ ଜାରି ରଖିଛନ୍ତି I
# everyone who confesses me ... I will also confess before my Father
ଯେକେହି ମୋତେ ସ୍ବୀକାର କରେ… ମୁଁ ମଧ୍ୟ ମୋହର ସ୍ବର୍ଗସ୍ଥ ପିତାଙ୍କ ସମ୍ମୁଖରେ ତାହାକୁ ସ୍ବୀକାର କରିବି କିମ୍ବା “ଯଦି କେହି ମୋତେ ସ୍ବୀକାର କରେ… ମୋର ପିତାଙ୍କ ସାକ୍ଷାତରେ ସ୍ବୀକାର କରିବି”
# confesses me before men
ଯେ ଅନ୍ୟମାନଙ୍କୁ ମୋହର ଶିଷ୍ୟ କହେ କିମ୍ବା “ଅନ୍ୟ ଲୋକମାନଙ୍କ ସାକ୍ଷାତରେ ମୋହର ଶିଷ୍ୟ କହେ”
# I will also confess before my Father who is in heaven
ଏହି ଉକ୍ତିକୁ ବହିର୍ଭୁତ କରିପାର ଯେପରି ବୁଝା ପଡିବ I ଅନ୍ୟ ଏକ ଅନୁବାଦରେ: “ମୁଁ ମୋହର ସ୍ବର୍ଗସ୍ଥ ପିତାଙ୍କ ସାକ୍ଷାତରେ କହିବି ସେ ମୋହର ଅଟେ” (ଦେଖ: [[rc://*/ta/man/translate/figs-ellipsis]])
# my Father who is in heaven
ମୋହର ସ୍ବର୍ଗସ୍ଥ ପିତା
# Father
ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୁର୍ଣ୍ଣ ସଜ୍ଞା ଅଟେ I (ଦେଖ: [[rc://*/ta/man/translate/guidelines-sonofgodprinciples]])