or_tn/mat/10/25.md

2.8 KiB
Raw Permalink Blame History

It is enough for the disciple that he should be like his teacher

ଏଣୁ ଶିଷ୍ୟ ଆପଣା ଗୁରୁ ତୁଲ୍ୟ ହୋଇ ସନ୍ତୁଷ୍ଟ ହେବା ଉଚିତ

be like his teacher

ଯଦି ଆବଶ୍ୟକ ହୁଏ, ଶିଷ୍ୟ କିପରି ଗୁରୁ ତୁଲ୍ୟ ହୋଇପାରିବ ବର୍ଣ୍ଣନା କରିପାରିବ I ଅନ୍ୟ ଏକ ଅନୁବାଦରେ: “ଯଥା ସମ୍ଭବ ଗୁରୁଙ୍କୁ ଜାଣିବା ଶ୍ରେୟଷ୍କର ଅଟେ” (ଦେଖ:rc://*/ta/man/translate/figs-explicit)

the servant like his master

ଯଦି ଆବଶ୍ୟକ ହୁଏ, ଦାସ କିପରି କର୍ତ୍ତା ତୁଲ୍ୟ ହୋଇପାରିବ ବର୍ଣ୍ଣନା କରିପାରିବ I ଅନ୍ୟ ଏକ ଅନୁବାଦରେ: “ଦାସ କେବଳ ଆପଣା କର୍ତ୍ତା ତୁଲ୍ୟ ହୋଇ ସନ୍ତୁଷ୍ଟ ହେବା ଉଚିତ” (ଦେଖ:rc://*/ta/man/translate/figs-explicit)

If they have called the master ... how much worse ... they call ... the members of his household

ପୁଣିଥରେ ଯୀଶୁ ଗୃରତ୍ବ ଦେଉଛନ୍ତି ଯେ ଲୋକମାନେ ଯେପରି ତାଙ୍କୁ ଦୁର୍ବ୍ୟବହାର କରିଛନ୍ତି, ସେହିପରି ଲୋକମାନଙ୍କଠାରୁ ଅଧିକ ଦୁର୍ବ୍ୟବହାର ସେମାନେ ଆଶା କରିବା ଉଚିତ I

how much worse would be the names they call the members of his household

ଯେଉଁ ନାମରେ ସେମାନେ ଗୃହର ସଦସ୍ୟ ମାନଙ୍କୁ ଡାକନ୍ତି ତାହା ଅଧିକ ଭୟଙ୍କର ହେବ କିମ୍ବା “ସେମାନେ ନିଶ୍ଚୟ ଗୃହର ସଦସ୍ୟ ମାନଙ୍କୁ ଆହୁରି ଖରାପ ନାମ ଧରି ଡାକିବେ”

If they have called

ଯେହେତୁ ଲୋକମାନେ ଡାକିଛନ୍ତି

the master of the house

ଯୀଶୁ ଏହାକୁ ଆପଣା ନିମନ୍ତେ ରୁପକ ଭାବେ ବ୍ୟବହାର କରୁଛନ୍ତି I (ଦେଖ: rc://*/ta/man/translate/figs-metaphor)

Beelzebul

ସେହି ନାମଗୁଡିକ ହୁଏତ ୧) “ବାଆଲଜିବୁଲ” ନାମରେ କିମ୍ବା ) ମୁଳ ଭାଷାରେ ଏହାର ଅନୁବାଦ, ନିର୍ଦ୍ଧିଷ୍ଟଭାବେ ଏହାର ଅର୍ଥ “ଶୟତାନ” ନିମନ୍ତେ ଉଦ୍ଧିଷ୍ଟ ଅଟେ I

his household

ଏହା ଯୀଶୁଙ୍କ ଶିଷ୍ୟମାନଙ୍କ ନିମନ୍ତେ ଏକ ରୁପକ ଅଟେ I (ଦେଖ:rc://*/ta/man/translate/figs-metaphor)