36 lines
2.8 KiB
Markdown
36 lines
2.8 KiB
Markdown
|
# It is enough for the disciple that he should be like his teacher
|
|||
|
|
|||
|
ଏଣୁ ଶିଷ୍ୟ ଆପଣା ଗୁରୁ ତୁଲ୍ୟ ହୋଇ ସନ୍ତୁଷ୍ଟ ହେବା ଉଚିତ
|
|||
|
|
|||
|
# be like his teacher
|
|||
|
|
|||
|
ଯଦି ଆବଶ୍ୟକ ହୁଏ, ଶିଷ୍ୟ କିପରି ଗୁରୁ ତୁଲ୍ୟ ହୋଇପାରିବ ବର୍ଣ୍ଣନା କରିପାରିବ I ଅନ୍ୟ ଏକ ଅନୁବାଦରେ: “ଯଥା ସମ୍ଭବ ଗୁରୁଙ୍କୁ ଜାଣିବା ଶ୍ରେୟଷ୍କର ଅଟେ” (ଦେଖ:[[rc://*/ta/man/translate/figs-explicit]])
|
|||
|
|
|||
|
# the servant like his master
|
|||
|
|
|||
|
ଯଦି ଆବଶ୍ୟକ ହୁଏ, ଦାସ କିପରି କର୍ତ୍ତା ତୁଲ୍ୟ ହୋଇପାରିବ ବର୍ଣ୍ଣନା କରିପାରିବ I ଅନ୍ୟ ଏକ ଅନୁବାଦରେ: “ଦାସ କେବଳ ଆପଣା କର୍ତ୍ତା ତୁଲ୍ୟ ହୋଇ ସନ୍ତୁଷ୍ଟ ହେବା ଉଚିତ” (ଦେଖ:[[rc://*/ta/man/translate/figs-explicit]])
|
|||
|
|
|||
|
# If they have called the master ... how much worse ... they call ... the members of his household
|
|||
|
|
|||
|
ପୁଣିଥରେ ଯୀଶୁ ଗୃରତ୍ବ ଦେଉଛନ୍ତି ଯେ ଲୋକମାନେ ଯେପରି ତାଙ୍କୁ ଦୁର୍ବ୍ୟବହାର କରିଛନ୍ତି, ସେହିପରି ଲୋକମାନଙ୍କଠାରୁ ଅଧିକ ଦୁର୍ବ୍ୟବହାର ସେମାନେ ଆଶା କରିବା ଉଚିତ I
|
|||
|
|
|||
|
# how much worse would be the names they call the members of his household
|
|||
|
|
|||
|
ଯେଉଁ ନାମରେ ସେମାନେ ଗୃହର ସଦସ୍ୟ ମାନଙ୍କୁ ଡାକନ୍ତି ତାହା ଅଧିକ ଭୟଙ୍କର ହେବ କିମ୍ବା “ସେମାନେ ନିଶ୍ଚୟ ଗୃହର ସଦସ୍ୟ ମାନଙ୍କୁ ଆହୁରି ଖରାପ ନାମ ଧରି ଡାକିବେ”
|
|||
|
|
|||
|
# If they have called
|
|||
|
|
|||
|
ଯେହେତୁ ଲୋକମାନେ ଡାକିଛନ୍ତି
|
|||
|
|
|||
|
# the master of the house
|
|||
|
|
|||
|
ଯୀଶୁ ଏହାକୁ ଆପଣା ନିମନ୍ତେ ରୁପକ ଭାବେ ବ୍ୟବହାର କରୁଛନ୍ତି I (ଦେଖ: [[rc://*/ta/man/translate/figs-metaphor]])
|
|||
|
|
|||
|
# Beelzebul
|
|||
|
|
|||
|
ସେହି ନାମଗୁଡିକ ହୁଏତ ୧) “ବାଆଲଜିବୁଲ” ନାମରେ କିମ୍ବା ୨) ମୁଳ ଭାଷାରେ ଏହାର ଅନୁବାଦ, ନିର୍ଦ୍ଧିଷ୍ଟଭାବେ ଏହାର ଅର୍ଥ “ଶୟତାନ” ନିମନ୍ତେ ଉଦ୍ଧିଷ୍ଟ ଅଟେ I
|
|||
|
|
|||
|
# his household
|
|||
|
|
|||
|
ଏହା ଯୀଶୁଙ୍କ ଶିଷ୍ୟମାନଙ୍କ ନିମନ୍ତେ ଏକ ରୁପକ ଅଟେ I (ଦେଖ:[[rc://*/ta/man/translate/figs-metaphor]])
|