or_tn/mat/10/22.md

1.9 KiB

You will be hated by everyone

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ସମସ୍ତଙ୍କ ଦ୍ବାରା ଘୃଣିତ ହେବ” କିମ୍ବା “ସମସ୍ତ ଲୋକମାନେ ତୁମମାନଙ୍କୁ ଘୃଣା କରିବେ” (ଦେଖ:rc://*/ta/man/translate/figs-activepassive)

You

ଏହା ବହୁବଚନ ଅଟେ ଓ ବାରଜଣ ଶିଷ୍ୟମାନଙ୍କୁ ବୁଝାଏ I (ଦେଖ:rc://*/ta/man/translate/figs-you)

because of my name

ଏଠାରେ “ନାମ” ସମଗ୍ର ଲୋକମାନଙ୍କୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ମୋ ସକାଶେ” କିମ୍ବା “ଯେହେତୁ ତୁମେ ମୋତେ ଭରସା କରିଛ” (ଦେଖ:rc://*/ta/man/translate/figs-metonymy)

whoever endures

ଯେ ଧୈର୍ଯ୍ୟଧରି ରହିବ

to the end

ଏହା ସ୍ପଷ୍ଟ ନୁହେଁ ଯେ “ଶେଷ” ଅର୍ଥାତ ଯେତେବେଳେ ଜଣେ ବ୍ୟକ୍ତି ମୃତ୍ୟୁବରଣ କରିବ, ଯେତେବେଳେ ତାଡନା ଶେଷ ହେବ, କିମ୍ବା ଯେଉଁ ସମୟରେ ଈଶ୍ବର ଆପଣାକୁ ରାଜା ଭାବେ ପ୍ରକାଶିତ କରିବେ I ମୁଖ୍ୟ ବିଷୟ ଏହା ଯେ ଯେପର୍ଯ୍ୟନ୍ତ ଆବଶ୍ୟକ ହୁଏ ସେମାନେ ଧୈର୍ଯ୍ୟଧରି ରହିବେ I

that person will be saved

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ସେହି ବ୍ୟକ୍ତିଙ୍କୁ ପରିତ୍ରାଣ କରିବେ” (ଦେଖ:rc://*/ta/man/translate/figs-activepassive)