or_tn/mat/10/22.md

24 lines
1.9 KiB
Markdown
Raw Permalink Normal View History

2020-11-19 00:15:53 +00:00
# You will be hated by everyone
ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ସମସ୍ତଙ୍କ ଦ୍ବାରା ଘୃଣିତ ହେବ” କିମ୍ବା “ସମସ୍ତ ଲୋକମାନେ ତୁମମାନଙ୍କୁ ଘୃଣା କରିବେ” (ଦେଖ:[[rc://*/ta/man/translate/figs-activepassive]])
# You
ଏହା ବହୁବଚନ ଅଟେ ଓ ବାରଜଣ ଶିଷ୍ୟମାନଙ୍କୁ ବୁଝାଏ I (ଦେଖ:[[rc://*/ta/man/translate/figs-you]])
# because of my name
ଏଠାରେ “ନାମ” ସମଗ୍ର ଲୋକମାନଙ୍କୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ମୋ ସକାଶେ” କିମ୍ବା “ଯେହେତୁ ତୁମେ ମୋତେ ଭରସା କରିଛ” (ଦେଖ:[[rc://*/ta/man/translate/figs-metonymy]])
# whoever endures
ଯେ ଧୈର୍ଯ୍ୟଧରି ରହିବ
# to the end
ଏହା ସ୍ପଷ୍ଟ ନୁହେଁ ଯେ “ଶେଷ” ଅର୍ଥାତ ଯେତେବେଳେ ଜଣେ ବ୍ୟକ୍ତି ମୃତ୍ୟୁବରଣ କରିବ, ଯେତେବେଳେ ତାଡନା ଶେଷ ହେବ, କିମ୍ବା ଯେଉଁ ସମୟରେ ଈଶ୍ବର ଆପଣାକୁ ରାଜା ଭାବେ ପ୍ରକାଶିତ କରିବେ I ମୁଖ୍ୟ ବିଷୟ ଏହା ଯେ ଯେପର୍ଯ୍ୟନ୍ତ ଆବଶ୍ୟକ ହୁଏ ସେମାନେ ଧୈର୍ଯ୍ୟଧରି ରହିବେ I
# that person will be saved
ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ସେହି ବ୍ୟକ୍ତିଙ୍କୁ ପରିତ୍ରାଣ କରିବେ” (ଦେଖ:[[rc://*/ta/man/translate/figs-activepassive]])