or_tn/mat/10/20.md

1.0 KiB

you ... your

ଏହି ସମସ୍ତ ବହୁବଚନ ଅଟନ୍ତି ଓ ବାରଜଣ ଶିଷ୍ୟଙ୍କୁ ବୁଝାଏ I (ଦେଖ:rc://*/ta/man/translate/figs-you)

the Spirit of your Father

ଯଦି ଆବଶ୍ୟକ ହୁଏ, ଏହାକୁ “ତୁମମାନଙ୍କ ସ୍ବର୍ଗସ୍ଥ ପିତାଙ୍କ ଆତ୍ମା” କିମ୍ବା ଏହାକୁ ସ୍ପଷ୍ଟ କରିବା ନିମନ୍ତେ ଏକ ପାଦଟିକା ସଂଯୁକ୍ତ କରାଯାଇ ଅନୁବାଦ କରାଯାଇପାରିବ ଯେପରି ଏହା ପବିତ୍ରଆତ୍ମା ଈଶ୍ବରଙ୍କୁ ବୁଝାଏ ଓ ଜାଗତିକ ପିତାଙ୍କ ଆତ୍ମା ନୁହେଁ I

Father

ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୃରୁତ୍ବପୁର୍ଣ୍ଣ ସଜ୍ଞା ଅଟେ I (ଦେଖ:rc://*/ta/man/translate/guidelines-sonofgodprinciples)

in you

ତୁମ୍ଭମାନଙ୍କ ମଧ୍ୟଦେଇ