16 lines
1.0 KiB
Markdown
16 lines
1.0 KiB
Markdown
|
# you ... your
|
||
|
|
||
|
ଏହି ସମସ୍ତ ବହୁବଚନ ଅଟନ୍ତି ଓ ବାରଜଣ ଶିଷ୍ୟଙ୍କୁ ବୁଝାଏ I (ଦେଖ:[[rc://*/ta/man/translate/figs-you]])
|
||
|
|
||
|
# the Spirit of your Father
|
||
|
|
||
|
ଯଦି ଆବଶ୍ୟକ ହୁଏ, ଏହାକୁ “ତୁମମାନଙ୍କ ସ୍ବର୍ଗସ୍ଥ ପିତାଙ୍କ ଆତ୍ମା” କିମ୍ବା ଏହାକୁ ସ୍ପଷ୍ଟ କରିବା ନିମନ୍ତେ ଏକ ପାଦଟିକା ସଂଯୁକ୍ତ କରାଯାଇ ଅନୁବାଦ କରାଯାଇପାରିବ ଯେପରି ଏହା ପବିତ୍ରଆତ୍ମା ଈଶ୍ବରଙ୍କୁ ବୁଝାଏ ଓ ଜାଗତିକ ପିତାଙ୍କ ଆତ୍ମା ନୁହେଁ I
|
||
|
|
||
|
# Father
|
||
|
|
||
|
ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୃରୁତ୍ବପୁର୍ଣ୍ଣ ସଜ୍ଞା ଅଟେ I (ଦେଖ:[[rc://*/ta/man/translate/guidelines-sonofgodprinciples]])
|
||
|
|
||
|
# in you
|
||
|
|
||
|
ତୁମ୍ଭମାନଙ୍କ ମଧ୍ୟଦେଇ
|