or_tn/mat/10/19.md

1.9 KiB

Connecting Statement:

ଯୀଶୁ ସେମାନେ ଭୋଗ କରିବାକୁ ଯାଉଥିବା ତାଡନା ବିଷୟରେ ତାହାଙ୍କ ଶିଷ୍ୟମାନଙ୍କୁ ଉପଦେଶ ଦେବା ଜାରି ରଖିଛନ୍ତି ଯେତେବେଳେ ପ୍ରଚାର କରିବାକୁ ଯିବେ I

When they deliver you up

ଯେତେବେଳେ ଲୋକମାନେ ତୁମ୍ଭମାନଙ୍କୁ ପରିଷଦକୁ ଆଣିବେ I ଏଠାରେ “ଲୋକମାନେ” [ମାଥିଉ ୧୦:୧୭] (../10/17.md)ରେ “ଲୋକମାନେ” ଶବ୍ଦ ସମାନ ଅଟେ I

you ... you

ଏଗୁଡିକ ବହୁବଚନ ଅଟନ୍ତି ଓ ବାର ଜଣ ଶିଷ୍ୟଙ୍କୁ ବୁଝାଏ I (ଦେଖ: rc://*/ta/man/translate/figs-you)

do not be anxious

ଚିନ୍ତା କରନାହିଁ

how or what you will speak

ତୁମେ କିପରି କହିବ ବା କି କଥା କହିବ I ଦୁଇଟି ଚିନ୍ତାଧାରାକୁ ସମ୍ପୃକ୍ତ କରି ପାର: “କି କଥା କହିବାକୁ ହେବ” (ଦେଖ:rc://*/ta/man/translate/figs-hendiadys)

for what to say will be given to you

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “କାରଣ ତୁମେ କ’ଣ କହିବ ପବିତ୍ର ଆତ୍ମା ତୁମକୁ କହିବେ” (ଦେଖ: rc://*/ta/man/translate/figs-activepassive)

in that hour

ଏଠାରେ “ଦଣ୍ଡ” ଅର୍ଥ “ଠିକ ସମୟରେ” I ଅନ୍ୟ ଏକ ଅନୁବାଦରେ: “ଠିକ ସମୟରେ” ବା “ସେହି ଦଣ୍ଡରେ” (ଦେଖ:rc://*/ta/man/translate/figs-metonymy)