or_tn/mat/10/19.md

28 lines
1.9 KiB
Markdown
Raw Permalink Normal View History

2020-11-19 00:15:53 +00:00
# Connecting Statement:
ଯୀଶୁ ସେମାନେ ଭୋଗ କରିବାକୁ ଯାଉଥିବା ତାଡନା ବିଷୟରେ ତାହାଙ୍କ ଶିଷ୍ୟମାନଙ୍କୁ ଉପଦେଶ ଦେବା ଜାରି ରଖିଛନ୍ତି ଯେତେବେଳେ ପ୍ରଚାର କରିବାକୁ ଯିବେ I
# When they deliver you up
ଯେତେବେଳେ ଲୋକମାନେ ତୁମ୍ଭମାନଙ୍କୁ ପରିଷଦକୁ ଆଣିବେ I ଏଠାରେ “ଲୋକମାନେ” [ମାଥିଉ ୧୦:୧୭] (../10/17.md)ରେ “ଲୋକମାନେ” ଶବ୍ଦ ସମାନ ଅଟେ I
# you ... you
ଏଗୁଡିକ ବହୁବଚନ ଅଟନ୍ତି ଓ ବାର ଜଣ ଶିଷ୍ୟଙ୍କୁ ବୁଝାଏ I (ଦେଖ: [[rc://*/ta/man/translate/figs-you]])
# do not be anxious
ଚିନ୍ତା କରନାହିଁ
# how or what you will speak
ତୁମେ କିପରି କହିବ ବା କି କଥା କହିବ I ଦୁଇଟି ଚିନ୍ତାଧାରାକୁ ସମ୍ପୃକ୍ତ କରି ପାର: “କି କଥା କହିବାକୁ ହେବ” (ଦେଖ:[[rc://*/ta/man/translate/figs-hendiadys]])
# for what to say will be given to you
ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “କାରଣ ତୁମେ କ’ଣ କହିବ ପବିତ୍ର ଆତ୍ମା ତୁମକୁ କହିବେ” (ଦେଖ: [[rc://*/ta/man/translate/figs-activepassive]])
# in that hour
ଏଠାରେ “ଦଣ୍ଡ” ଅର୍ଥ “ଠିକ ସମୟରେ” I ଅନ୍ୟ ଏକ ଅନୁବାଦରେ: “ଠିକ ସମୟରେ” ବା “ସେହି ଦଣ୍ଡରେ” (ଦେଖ:[[rc://*/ta/man/translate/figs-metonymy]])