or_tn/mat/10/17.md

914 B

Watch out for people! They will

ଏହି ଦୁଇଟି ଉକ୍ତି କିପରି ସମ୍ପର୍କିତ ଅଟେ ତାହା ଦର୍ଶାଇବା ନିମନ୍ତେ ତୁମେ “ଯେହେତୁ” ସହିତ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଲୋକମାନଙ୍କୁ ଦେଖ ଯେହେତୁ ସେମାନେ କରିବେ” (ଦେଖ: rc://*/ta/man/translate/writing-connectingwords)

will deliver you up to

ସେମାନେ ତୁମକୁ ଅକ୍ତିଆର କରିବେ

councils

ସ୍ଥାନିୟ ଧାର୍ମିକ ନେତା କିମ୍ବା ପ୍ରାଚୀନମାନେ ଯେଉଁମାନେ ଉଭୟ ଗୋଷ୍ଠୀ ମଧ୍ୟରେ ଶାନ୍ତି ରକ୍ଷା କରନ୍ତି

whip you

କୋରଡା ପ୍ରହାର କରିବେ