# Watch out for people! They will ଏହି ଦୁଇଟି ଉକ୍ତି କିପରି ସମ୍ପର୍କିତ ଅଟେ ତାହା ଦର୍ଶାଇବା ନିମନ୍ତେ ତୁମେ “ଯେହେତୁ” ସହିତ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଲୋକମାନଙ୍କୁ ଦେଖ ଯେହେତୁ ସେମାନେ କରିବେ” (ଦେଖ: [[rc://*/ta/man/translate/writing-connectingwords]]) # will deliver you up to ସେମାନେ ତୁମକୁ ଅକ୍ତିଆର କରିବେ # councils ସ୍ଥାନିୟ ଧାର୍ମିକ ନେତା କିମ୍ବା ପ୍ରାଚୀନମାନେ ଯେଉଁମାନେ ଉଭୟ ଗୋଷ୍ଠୀ ମଧ୍ୟରେ ଶାନ୍ତି ରକ୍ଷା କରନ୍ତି # whip you କୋରଡା ପ୍ରହାର କରିବେ