or_tn/mat/10/13.md

3.4 KiB
Raw Permalink Blame History

your ... your

ଏଗୁଡିକ ବହୁବଚନ ଅଟନ୍ତି ଓ ବାରଜଣ ପ୍ରେରିତମାନଙ୍କୁ ବୁଝାଏ I (ଦେଖ:rc://*/ta/man/translate/figs-you)

the house is worthy ... not worthy

ଏଠାରେ ”ଗୃହ” ସେହି ଗୃହରେ ଯେଉଁମାନେ ବାସ କରନ୍ତି ସେମାନଙ୍କୁ ବୁଝାଏ I ଜଣେ “ଯୋଗ୍ୟ” ବ୍ୟକ୍ତି ଯେ ଶିଷ୍ୟମାନଙ୍କୁ ସ୍ବାଗତ କରିବାକୁ ଇଚ୍ଛା କରନ୍ତି I ଯୀଶୁ ସେହି ବ୍ୟକ୍ତିଙ୍କୁ ସହିତ “ଅଯୋଗ୍ୟ” ସହିତ ତୁଳନା କରନ୍ତି ଯେ ଶିଷ୍ୟମାନଙ୍କୁ ସ୍ବାଗତ କରନ୍ତି ନାହିଁ I ଅନ୍ୟ ଏକ ଅନୁବାଦରେ: “ସେହି ଗୃହରେ ଯେଉଁ ଲୋକମାନେ ବାସ କରନ୍ତି ସେମାନେ ତୁମମାନଙ୍କୁ ଉତ୍ତମ ଭାବରେ ସ୍ବାଗତ କରନ୍ତି” କିମ୍ବା “ଯେଉଁମାନେ ସେହି ଗୃହରେ ବାସ କରନ୍ତି ସେମାନେ ତୁମକୁ ଉତ୍ତମ ଆତିଥ୍ୟ କରନ୍ତି” (ଦେଖ:rc://*/ta/man/translate/figs-metonymy)

let your peace come upon it

“ଏହା” ଶବ୍ଦ ଗୃହକୁ ବୁଝାଏ, ଯାହା ସେହି ଗୃହରେ ବାସ କରୁଥିବା ଲୋକମାନଙ୍କୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ସେମାନେ ତୁମର ଶାନ୍ତି ଗ୍ରହଣ କରନ୍ତୁ” କିମ୍ବା “ସେମାନେ ଶାନ୍ତି ଗ୍ରହଣ କରନ୍ତି ଯାହା ତୁମେ ଯାହାକହି ସେମାନଙ୍କୁ କଲ୍ୟାଣ କରିଅଛ” (ଦେଖ:rc://*/ta/man/translate/figs-metonymy)

if it is not worthy

“ଏହା” ଶବ୍ଦ ଗୃହକୁ ବୁଝାଏ, ଏଠାରେ “ଗୃହ” ସେଠାରେ ବାସ କରୁଥିବା ଲୋକମାନଙ୍କୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଯଦି ସେମାନେ ତୁମକୁ ଉତ୍ତମ ଭାବେ ଗ୍ରହଣ ନକରନ୍ତି ” କିମ୍ବା “ସେମାନେ ତୁମର ଉତ୍ତମ ଆତିଥ୍ୟ ନକରନ୍ତି ” (ଦେଖ:rc://*/ta/man/translate/figs-metonymy)

let your peace come back to you

ସାମ୍ଭାବିତ ଅର୍ଥଗୁଡିକ ୧) ଯଦି ଗୃହକର୍ତ୍ତା ଯୋଗ୍ୟ ନୁହେଁ, ତେବେ ଇଶ୍ବର ସେହି ଗୃହରେ ବାସ କରୁଥିଵା ଲୋକମାନଙ୍କ ଶାନ୍ତି ବା ଆଶୀର୍ବାଦ ବନ୍ଦ କରିବେ କିମ୍ବା ) ଯଦି ଗୃହକର୍ତ୍ତା ଯୋଗ୍ୟ ନୁହେଁ, ପ୍ରେରିତମାନେ ଯାହା କରିବା କଥା, ଯେପରିକି ସେମାନଙ୍କ ଆତିଥ୍ୟକୁ ସମ୍ମାନିତ ନ କରିବା ନିମନ୍ତେ ଈଶ୍ବରଙ୍କଠାରେ ପ୍ରାର୍ଥନା କରିବେ I ଯଦି ତୁମ ଭାଷାରେ କଲ୍ୟାଣ ଫେରେଇ ନେବାର ସମାନ ଅର୍ଥ ବୋଧକ ଶବ୍ଦ ଥାଏ ତେବେ ଏହିଠାରେ ବ୍ୟବହାର କର I