or_tn/mat/10/13.md

20 lines
3.4 KiB
Markdown
Raw Permalink Normal View History

2020-11-19 00:15:53 +00:00
# your ... your
ଏଗୁଡିକ ବହୁବଚନ ଅଟନ୍ତି ଓ ବାରଜଣ ପ୍ରେରିତମାନଙ୍କୁ ବୁଝାଏ I (ଦେଖ:[[rc://*/ta/man/translate/figs-you]])
# the house is worthy ... not worthy
ଏଠାରେ ”ଗୃହ” ସେହି ଗୃହରେ ଯେଉଁମାନେ ବାସ କରନ୍ତି ସେମାନଙ୍କୁ ବୁଝାଏ I ଜଣେ “ଯୋଗ୍ୟ” ବ୍ୟକ୍ତି ଯେ ଶିଷ୍ୟମାନଙ୍କୁ ସ୍ବାଗତ କରିବାକୁ ଇଚ୍ଛା କରନ୍ତି I ଯୀଶୁ ସେହି ବ୍ୟକ୍ତିଙ୍କୁ ସହିତ “ଅଯୋଗ୍ୟ” ସହିତ ତୁଳନା କରନ୍ତି ଯେ ଶିଷ୍ୟମାନଙ୍କୁ ସ୍ବାଗତ କରନ୍ତି ନାହିଁ I ଅନ୍ୟ ଏକ ଅନୁବାଦରେ: “ସେହି ଗୃହରେ ଯେଉଁ ଲୋକମାନେ ବାସ କରନ୍ତି ସେମାନେ ତୁମମାନଙ୍କୁ ଉତ୍ତମ ଭାବରେ ସ୍ବାଗତ କରନ୍ତି” କିମ୍ବା “ଯେଉଁମାନେ ସେହି ଗୃହରେ ବାସ କରନ୍ତି ସେମାନେ ତୁମକୁ ଉତ୍ତମ ଆତିଥ୍ୟ କରନ୍ତି” (ଦେଖ:[[rc://*/ta/man/translate/figs-metonymy]])
# let your peace come upon it
“ଏହା” ଶବ୍ଦ ଗୃହକୁ ବୁଝାଏ, ଯାହା ସେହି ଗୃହରେ ବାସ କରୁଥିବା ଲୋକମାନଙ୍କୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ସେମାନେ ତୁମର ଶାନ୍ତି ଗ୍ରହଣ କରନ୍ତୁ” କିମ୍ବା “ସେମାନେ ଶାନ୍ତି ଗ୍ରହଣ କରନ୍ତି ଯାହା ତୁମେ ଯାହାକହି ସେମାନଙ୍କୁ କଲ୍ୟାଣ କରିଅଛ” (ଦେଖ:[[rc://*/ta/man/translate/figs-metonymy]])
# if it is not worthy
“ଏହା” ଶବ୍ଦ ଗୃହକୁ ବୁଝାଏ, ଏଠାରେ “ଗୃହ” ସେଠାରେ ବାସ କରୁଥିବା ଲୋକମାନଙ୍କୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଯଦି ସେମାନେ ତୁମକୁ ଉତ୍ତମ ଭାବେ ଗ୍ରହଣ ନକରନ୍ତି ” କିମ୍ବା “ସେମାନେ ତୁମର ଉତ୍ତମ ଆତିଥ୍ୟ ନକରନ୍ତି ” (ଦେଖ:[[rc://*/ta/man/translate/figs-metonymy]])
# let your peace come back to you
ସାମ୍ଭାବିତ ଅର୍ଥଗୁଡିକ ୧) ଯଦି ଗୃହକର୍ତ୍ତା ଯୋଗ୍ୟ ନୁହେଁ, ତେବେ ଇଶ୍ବର ସେହି ଗୃହରେ ବାସ କରୁଥିଵା ଲୋକମାନଙ୍କ ଶାନ୍ତି ବା ଆଶୀର୍ବାଦ ବନ୍ଦ କରିବେ କିମ୍ବା ) ଯଦି ଗୃହକର୍ତ୍ତା ଯୋଗ୍ୟ ନୁହେଁ, ପ୍ରେରିତମାନେ ଯାହା କରିବା କଥା, ଯେପରିକି ସେମାନଙ୍କ ଆତିଥ୍ୟକୁ ସମ୍ମାନିତ ନ କରିବା ନିମନ୍ତେ ଈଶ୍ବରଙ୍କଠାରେ ପ୍ରାର୍ଥନା କରିବେ I ଯଦି ତୁମ ଭାଷାରେ କଲ୍ୟାଣ ଫେରେଇ ନେବାର ସମାନ ଅର୍ଥ ବୋଧକ ଶବ୍ଦ ଥାଏ ତେବେ ଏହିଠାରେ ବ୍ୟବହାର କର I