or_tn/mat/10/10.md

1023 B

traveling bag

ଏହା ହୁଏତ ଯାତ୍ରା ସମୟରେ ଜିନିଷ ବୋହି ନେବା ନିମନ୍ତେ କୌଣସି ପ୍ରକାରେ ଏକ ଥଳି, କିମ୍ବା ଏକ ଝୁଲା ଯାହାକୁ କେହିଜଣେ ଖାଦ୍ୟ କିମ୍ବା ଟଙ୍କା ସଂଗ୍ରହ କରିବା ନିମନ୍ତେ ବ୍ୟବହାର କରୁଥିଲେ I

an extra tunic

ତୁମେ ମାଥିଉ ୫:୪୦ରେ “ଅଙ୍ଗରଖା” ନିମନ୍ତେ ବ୍ୟବହାର କରିଥିବା ସମାନ ଶବ୍ଦ ବ୍ୟବହାର କର

laborer

କାର୍ଯ୍ୟକାରୀ

his food

ଏଠାରେ “ଖାଦ୍ୟ” ଜଣେ ବ୍ୟକ୍ତିର ଯେକୌଣସି ଆବଶ୍ୟକ ବିଷୟକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ସେ କ”ଣ ଆବଶ୍ୟକ କରେ” (ଦେଖ: rc://*/ta/man/translate/figs-synecdoche)