or_tn/mat/05/40.md

1.6 KiB

General Information:

ଯୀଶୁ ଲୋକମାନଙ୍କ ଏକଦଳକୁ ସେମାନେ ବ୍ୟକ୍ତିଗତ ଭାବେ କ”ଣ କରିବା ଉଚିତ ଓ କ”ଣ କରିବା ଅନୁଚିତ ସେହି ବିଷୟରେ କୁହନ୍ତି I “ତୁମେ” ଓ “ତୁମ୍ଭମାନଙ୍କର” ର ସମସ୍ତ ଘଟଣାରେ, ଅଜ୍ଞାସମୁହ “କରିବାକୁ ଦିଅ,” “ଯାଅ,” “ଦିଅ,” ଓ “ବିମୁଖ ହୁଅନାହି”ରେ “ତୁମେ” ଶବ୍ଦ ସମ୍ପୃକ୍ତ କରି ଏକବଚନ ଅଟନ୍ତି I କେତେକ ଭାଷାରେ ସେଗୁଡିକ ହୁଏତ ବହୁବଚନ ହେବା ଆବଶ୍ବକ କରନ୍ତି I (ଦେଖ: rc://*/ta/man/translate/figs-you)

coat ... cloak

“ଅଙ୍ଗରଖା” ଶରୀରକୁ ଉଷୁମ ରଖିବା ନିମନ୍ତେ, ଏକ ଓଜନିଆ ପାଇଜାମା କିମ୍ବା ଏକ ଗରମ ପୋଷାକ ସଦୃଶ ପିନ୍ଧା ଯାଉଥିଲା I “ଅଙ୍ଗରଖା” ଉପରୋକ୍ତ ଦୁଇଟି ପୋଷାକ ଠାରୁ ମୁଲ୍ୟବାନ, ଏହାକୁ ଉଶୁମ ହେବା ନିମନ୍ତେ “ଅଙ୍ଗରଖା” ଉପରେ ମଧ୍ୟ ଓ ଆହୁରି ରାତ୍ରିରେ ଉଷ୍ମତା ନିମନ୍ତେ କମ୍ବଳ ସ୍ବରୁପ ବ୍ୟବହୃତ ହେଉଥିଲା I

let that person also have

ତାହାକୁ ମଧ୍ୟ ସେହି ଲୋକକୁ ଦେଇଦିଅ