1.6 KiB
1.6 KiB
General Information:
ଯୀଶୁ ଲୋକମାନଙ୍କ ଏକଦଳକୁ ସେମାନେ ବ୍ୟକ୍ତିଗତ ଭାବେ କ”ଣ କରିବା ଉଚିତ ଓ କ”ଣ କରିବା ଅନୁଚିତ ସେହି ବିଷୟରେ କୁହନ୍ତି I “ତୁମେ” ଓ “ତୁମ୍ଭମାନଙ୍କର” ର ସମସ୍ତ ଘଟଣାରେ, ଅଜ୍ଞାସମୁହ “କରିବାକୁ ଦିଅ,” “ଯାଅ,” “ଦିଅ,” ଓ “ବିମୁଖ ହୁଅନାହି”ରେ “ତୁମେ” ଶବ୍ଦ ସମ୍ପୃକ୍ତ କରି ଏକବଚନ ଅଟନ୍ତି I କେତେକ ଭାଷାରେ ସେଗୁଡିକ ହୁଏତ ବହୁବଚନ ହେବା ଆବଶ୍ବକ କରନ୍ତି I (ଦେଖ: rc://*/ta/man/translate/figs-you)
coat ... cloak
“ଅଙ୍ଗରଖା” ଶରୀରକୁ ଉଷୁମ ରଖିବା ନିମନ୍ତେ, ଏକ ଓଜନିଆ ପାଇଜାମା କିମ୍ବା ଏକ ଗରମ ପୋଷାକ ସଦୃଶ ପିନ୍ଧା ଯାଉଥିଲା I “ଅଙ୍ଗରଖା” ଉପରୋକ୍ତ ଦୁଇଟି ପୋଷାକ ଠାରୁ ମୁଲ୍ୟବାନ, ଏହାକୁ ଉଶୁମ ହେବା ନିମନ୍ତେ “ଅଙ୍ଗରଖା” ଉପରେ ମଧ୍ୟ ଓ ଆହୁରି ରାତ୍ରିରେ ଉଷ୍ମତା ନିମନ୍ତେ କମ୍ବଳ ସ୍ବରୁପ ବ୍ୟବହୃତ ହେଉଥିଲା I
let that person also have
ତାହାକୁ ମଧ୍ୟ ସେହି ଲୋକକୁ ଦେଇଦିଅ