or_tn/mat/10/09.md

1.4 KiB

your

ଏହା ବାରଜଣ ପ୍ରେରିତମାନଙ୍କୁ ବୁଝାଏ ଓ ତେଣୁ ବହୁବଚନ ଅଟେ I (ଦେଖ:rc://*/ta/man/translate/figs-you)

gold, silver, or copper

ଏସବୁ ଧାତବ ପଦାର୍ଥ ଯେଉଁଠାରୁ ମୁଦ୍ରା ତିଆରି ହୁଏ I ଏହି ତାଲିକା ମୁଦ୍ରାର ବ୍ୟାଖ୍ୟାତ୍ମକ ଶବ୍ଦ ଅଟେ, ଏଣୁ ଯଦି ତୁମ ଅଞ୍ଚଳରେ ଧାତୁ ଅପରିଚିତ ଅଟେ, ତାଲିକାକୁ “ଅର୍ଥ” ଆକାରରେ ଅନୁବାଦ କର” (ଦେଖ: rc://*/ta/man/translate/figs-metonymy)

purses

ଏହାର ଅର୍ଥ “ଗାଞ୍ଜିଆ” ବା “ଟଙ୍କା ଥଳି”, କିନ୍ତୁ ଟଙ୍କା ନେବା ନିମନ୍ତେ ଯାହା ବ୍ୟବହାର ହୁଏ ତାହାକୁ ମଧ୍ୟ ବୁଝାଏ I ଏକ ଗାଞ୍ଜିଆ ଅଣ୍ଟା ଚତୁଃପାର୍ଶ୍ବରେ ପିନ୍ଧିବା ନିମନ୍ତେ କପଡା କିମ୍ବା ଚମଡାରେ ନିର୍ମିତ ଏକ ଲମ୍ବା ପଟି ଅଟେ I ଏହା ଅନେକ ସମୟରେ ଓସାରିଆ ଅଟେ ଯାହାକୁ ଭାଙ୍ଗି ଓ ଟଙ୍କା ନେବା ନିମନ୍ତେ ବ୍ୟବହୃତ ହୁଏ I