12 lines
1.4 KiB
Markdown
12 lines
1.4 KiB
Markdown
|
# your
|
||
|
|
||
|
ଏହା ବାରଜଣ ପ୍ରେରିତମାନଙ୍କୁ ବୁଝାଏ ଓ ତେଣୁ ବହୁବଚନ ଅଟେ I (ଦେଖ:[[rc://*/ta/man/translate/figs-you]])
|
||
|
|
||
|
# gold, silver, or copper
|
||
|
|
||
|
ଏସବୁ ଧାତବ ପଦାର୍ଥ ଯେଉଁଠାରୁ ମୁଦ୍ରା ତିଆରି ହୁଏ I ଏହି ତାଲିକା ମୁଦ୍ରାର ବ୍ୟାଖ୍ୟାତ୍ମକ ଶବ୍ଦ ଅଟେ, ଏଣୁ ଯଦି ତୁମ ଅଞ୍ଚଳରେ ଧାତୁ ଅପରିଚିତ ଅଟେ, ତାଲିକାକୁ “ଅର୍ଥ” ଆକାରରେ ଅନୁବାଦ କର” (ଦେଖ: [[rc://*/ta/man/translate/figs-metonymy]])
|
||
|
|
||
|
# purses
|
||
|
|
||
|
ଏହାର ଅର୍ଥ “ଗାଞ୍ଜିଆ” ବା “ଟଙ୍କା ଥଳି”, କିନ୍ତୁ ଟଙ୍କା ନେବା ନିମନ୍ତେ ଯାହା ବ୍ୟବହାର ହୁଏ ତାହାକୁ ମଧ୍ୟ ବୁଝାଏ I ଏକ ଗାଞ୍ଜିଆ ଅଣ୍ଟା ଚତୁଃପାର୍ଶ୍ବରେ ପିନ୍ଧିବା ନିମନ୍ତେ କପଡା କିମ୍ବା ଚମଡାରେ ନିର୍ମିତ ଏକ ଲମ୍ବା ପଟି ଅଟେ I ଏହା ଅନେକ ସମୟରେ ଓସାରିଆ ଅଟେ ଯାହାକୁ ଭାଙ୍ଗି ଓ ଟଙ୍କା ନେବା ନିମନ୍ତେ ବ୍ୟବହୃତ ହୁଏ I
|