or_tn/mat/10/02.md

1.0 KiB

General Information:

ଏଠାରେ ଲେଖକ ପୃଷ୍ଠଭୁମୀର ସୂଚନା ଭାବରେ ବାରଜଣ ଶିଷ୍ୟମାନଙ୍କ ନାମକୁ ଉଲ୍ଲେଖ କରିଛନ୍ତି I

Now

ଏହି ଶବ୍ଦ ମୁଖ୍ୟ ବିବରଣୀରେ ଏକ ବିରତିକୁ ଚିହ୍ନିତ କରିବା ନିମନ୍ତେ ଏଠାରେ ବ୍ୟବହୃତ ଦିଏ I ଏଠାରେ ମାଥିଉ ବାରଜଣ ଶିଷ୍ୟମାନଙ୍କ ବିଷୟରେ ପୃଷ୍ଠଭୁମିର ସୂଚନା ପ୍ରଦାନ କରିଛନ୍ତି I (ଦେଖ: rc://*/ta/man/translate/writing-background)

twelve apostles

ଏହା [ମାଥିଉ ୧୦:୧] (../10/01.md)ରେ “ବାରଜଣ ଶିଷ୍ୟ” ସଦୃଶ ସମାନ ଦଳ ଅଟେ I

first

ଏହା କ୍ରମାନ୍ବୟ ଅନୁସାରେରେ ପ୍ରଥମ ଅଟେ, ପଦ ଅନୁସାରେ ନୁହେଁ I (ଦେଖ: rc://*/ta/man/translate/translate-ordinal)