# General Information: ଏଠାରେ ଲେଖକ ପୃଷ୍ଠଭୁମୀର ସୂଚନା ଭାବରେ ବାରଜଣ ଶିଷ୍ୟମାନଙ୍କ ନାମକୁ ଉଲ୍ଲେଖ କରିଛନ୍ତି I # Now ଏହି ଶବ୍ଦ ମୁଖ୍ୟ ବିବରଣୀରେ ଏକ ବିରତିକୁ ଚିହ୍ନିତ କରିବା ନିମନ୍ତେ ଏଠାରେ ବ୍ୟବହୃତ ଦିଏ I ଏଠାରେ ମାଥିଉ ବାରଜଣ ଶିଷ୍ୟମାନଙ୍କ ବିଷୟରେ ପୃଷ୍ଠଭୁମିର ସୂଚନା ପ୍ରଦାନ କରିଛନ୍ତି I (ଦେଖ: [[rc://*/ta/man/translate/writing-background]]) # twelve apostles ଏହା [ମାଥିଉ ୧୦:୧] (../10/01.md)ରେ “ବାରଜଣ ଶିଷ୍ୟ” ସଦୃଶ ସମାନ ଦଳ ଅଟେ I # first ଏହା କ୍ରମାନ୍ବୟ ଅନୁସାରେରେ ପ୍ରଥମ ଅଟେ, ପଦ ଅନୁସାରେ ନୁହେଁ I (ଦେଖ: [[rc://*/ta/man/translate/translate-ordinal]])