or_tn/mat/10/01.md

1.5 KiB
Raw Permalink Blame History

Connecting Statement:

ଏହା ଯୀଶୁ ତାହାଙ୍କ କାର୍ଯ୍ୟ ନିର୍ବାହ କରିବା ନିମନ୍ତେ ବାରଜଣ ଶିଷ୍ୟମାନଙ୍କୁ ପ୍ରରଣ କରିବାର ବିବରଣୀ ଆରମ୍ଭ କରେ I

called his twelve disciples together

୧୨ଜଣ ଶିଷ୍ୟମାନଙ୍କୁ ଅଧିକାର ଦେଲେ (ଦେଖ: rc://*/ta/man/translate/translate-numbers)

gave them authority

ନିଶ୍ଚିତ କର ଯେପରି ଶାସ୍ତ୍ର ସ୍ପଷ୍ଟଭାବରେ ଏହା ପ୍ରକାଶ କରିବ ଯେ ସେହି ଅଧିକାର ଥିଲା ୧) ଅଶୁଚି ଆତ୍ମା ଗୁଡାକ ଛଡେଇଵା ଓ ) ପୁଣି ସମସ୍ତ ପ୍ରକାର ରୋଗ ଓ ପୀଡା ସୁସ୍ଥ କରିବା I

to drive them out

ଅଶୁଚି ଆତ୍ମା ଛଡ଼େଇବା

all kinds of disease and all kinds of sickness

ପ୍ରତ୍ୟେକ ରୋଗ ଓ ପୀଡା I “ରୋଗ” ଓ “ପୀଡା” ଶବ୍ଦ ପ୍ରାୟତଃ ସମାନ ଅର୍ଥ ପ୍ରକାଶ କରେ କିନ୍ତୁ ଯଦି ସମ୍ଭବ ହୁଏ ଭିନ୍ନ ଦୁଇଟି ଶବ୍ଦ ଅନୁବାଦ କରିବା ଉଚିତ I “ରୋଗ” ଯାହା ଜଣେ ବ୍ୟକ୍ତିର ଅସୁସ୍ଥତାର କାରଣ ହୁଏ I “ପୀଡା” ଶାରିରୀକ ଦୁର୍ବଳତା କିମ୍ବା ଯାତନାର ପରିଣାମ ଅଟେ I