or_tn/mat/10/01.md

20 lines
1.5 KiB
Markdown
Raw Permalink Normal View History

2020-11-19 00:15:53 +00:00
# Connecting Statement:
ଏହା ଯୀଶୁ ତାହାଙ୍କ କାର୍ଯ୍ୟ ନିର୍ବାହ କରିବା ନିମନ୍ତେ ବାରଜଣ ଶିଷ୍ୟମାନଙ୍କୁ ପ୍ରରଣ କରିବାର ବିବରଣୀ ଆରମ୍ଭ କରେ I
# called his twelve disciples together
୧୨ଜଣ ଶିଷ୍ୟମାନଙ୍କୁ ଅଧିକାର ଦେଲେ (ଦେଖ: [[rc://*/ta/man/translate/translate-numbers]])
# gave them authority
ନିଶ୍ଚିତ କର ଯେପରି ଶାସ୍ତ୍ର ସ୍ପଷ୍ଟଭାବରେ ଏହା ପ୍ରକାଶ କରିବ ଯେ ସେହି ଅଧିକାର ଥିଲା ୧) ଅଶୁଚି ଆତ୍ମା ଗୁଡାକ ଛଡେଇଵା ଓ ) ପୁଣି ସମସ୍ତ ପ୍ରକାର ରୋଗ ଓ ପୀଡା ସୁସ୍ଥ କରିବା I
# to drive them out
ଅଶୁଚି ଆତ୍ମା ଛଡ଼େଇବା
# all kinds of disease and all kinds of sickness
ପ୍ରତ୍ୟେକ ରୋଗ ଓ ପୀଡା I “ରୋଗ” ଓ “ପୀଡା” ଶବ୍ଦ ପ୍ରାୟତଃ ସମାନ ଅର୍ଥ ପ୍ରକାଶ କରେ କିନ୍ତୁ ଯଦି ସମ୍ଭବ ହୁଏ ଭିନ୍ନ ଦୁଇଟି ଶବ୍ଦ ଅନୁବାଦ କରିବା ଉଚିତ I “ରୋଗ” ଯାହା ଜଣେ ବ୍ୟକ୍ତିର ଅସୁସ୍ଥତାର କାରଣ ହୁଏ I “ପୀଡା” ଶାରିରୀକ ଦୁର୍ବଳତା କିମ୍ବା ଯାତନାର ପରିଣାମ ଅଟେ I