12 lines
1.1 KiB
Markdown
12 lines
1.1 KiB
Markdown
# woke him up, saying, ""Save us
|
||
|
||
ସାମ୍ଭାବିତ ଅର୍ଥଗୁଡିକ ୧) ସେମାନେ ପ୍ରଥମେ ଯୀଶୁଙ୍କୁ ଶୟନରୁ ଉଠାଇଲେ ଓ କହିଲେ, “ଆମମାନଙ୍କୁ ରକ୍ଷା କରନ୍ତୁ” କିମ୍ବା ୨) ଯେତେବେଳେ ସେମାନେ ଯୀଶୁଙ୍କୁ ଉଠାଇଲେ, ସେମାନେ କହୁଥିଲେ “ଆମମାନଙ୍କୁ ରକ୍ଷା କରନ୍ତୁ I”
|
||
|
||
# us ... we
|
||
|
||
ଯଦି ତୁମେ ଏହି ଶବ୍ଦଗୁଡିକ ଅନ୍ତର୍ଭୁକ୍ତ କରି କିମ୍ବା ନିବାରକ କରି ଅନୁବାଦ ଆବଶ୍ୟକ କର, ତେବେ ଅନ୍ତର୍ଭୁକ୍ତ କରିବା ଉପଯୁକ୍ତ ଅଟେ I ଶିଷ୍ୟମାନେ ହୁଏତ ଚାହୁଁଥିଲେ ଯେ ଯୀଶୁ ଆପଣାକୁ ଓ ଶିଷ୍ୟମାନଙ୍କୁ ବୁଡିଯିବାରୁ ରକ୍ଷା କରନ୍ତୁ I (ଦେଖ: [[rc://*/ta/man/translate/figs-inclusive]])
|
||
|
||
# we are about to die
|
||
|
||
ଆମେ ମଲୁ
|