or_tn/mat/08/25.md

1.1 KiB
Raw Permalink Blame History

woke him up, saying, ""Save us

ସାମ୍ଭାବିତ ଅର୍ଥଗୁଡିକ ୧) ସେମାନେ ପ୍ରଥମେ ଯୀଶୁଙ୍କୁ ଶୟନରୁ ଉଠାଇଲେ ଓ କହିଲେ, “ଆମମାନଙ୍କୁ ରକ୍ଷା କରନ୍ତୁ” କିମ୍ବା ) ଯେତେବେଳେ ସେମାନେ ଯୀଶୁଙ୍କୁ ଉଠାଇଲେ, ସେମାନେ କହୁଥିଲେ “ଆମମାନଙ୍କୁ ରକ୍ଷା କରନ୍ତୁ I”

us ... we

ଯଦି ତୁମେ ଏହି ଶବ୍ଦଗୁଡିକ ଅନ୍ତର୍ଭୁକ୍ତ କରି କିମ୍ବା ନିବାରକ କରି ଅନୁବାଦ ଆବଶ୍ୟକ କର, ତେବେ ଅନ୍ତର୍ଭୁକ୍ତ କରିବା ଉପଯୁକ୍ତ ଅଟେ I ଶିଷ୍ୟମାନେ ହୁଏତ ଚାହୁଁଥିଲେ ଯେ ଯୀଶୁ ଆପଣାକୁ ଓ ଶିଷ୍ୟମାନଙ୍କୁ ବୁଡିଯିବାରୁ ରକ୍ଷା କରନ୍ତୁ I (ଦେଖ: rc://*/ta/man/translate/figs-inclusive)

we are about to die

ଆମେ ମଲୁ