or_tn/mat/08/22.md

1.0 KiB
Raw Permalink Blame History

leave the dead to bury their own dead

ଯୀଶୁଙ୍କର ଆକ୍ଷରିକ ଅର୍ଥ ଏହା ନଥିଲା ଯେ ମୃତମାନେ ଆପଣାର ମୃତଲୋକଙ୍କୁ ସମାଧି ଦେବେ I “ମୃତମାନଙ୍କ” ସାମ୍ଭାବିତ ଅର୍ଥଗୁଡିକ ୧) ଯେଉଁମାନେ ଶୀଘ୍ର ମାରିବାକୁ ଯାଉଛନ୍ତି ସେମାନଙ୍କ ନିମନ୍ତେ ଏକ ରୁପକ ଅଟେ, କିମ୍ବା ) ଯେଉଁମାନେ ଯୀଶୁଙ୍କୁ ଅନୁଗମନ କରନ୍ତି ନାହି ଓ ଆତ୍ମିକ ଜୀବନରେ ମୃତ ସେମାନଙ୍କ ନିମନ୍ତେ ଏକ ରୁପକ ଅଟେ I ମୁଖ୍ୟ ବିଷୟ ଯେ ଜଣେ ଶିଷ୍ୟ ଯୀଶୁଙ୍କୁ ଅନୁଗମନ କରିବା ନିମନ୍ତେ କୌଣସି ବିଷୟରେ ହେଳା କରିବା ଉଚିତ ନୁହେଁ I (ଦେଖ:rc://*/ta/man/translate/figs-metaphor)