or_tn/mat/08/22.md

4 lines
1.0 KiB
Markdown
Raw Permalink Normal View History

2020-11-19 00:15:53 +00:00
# leave the dead to bury their own dead
ଯୀଶୁଙ୍କର ଆକ୍ଷରିକ ଅର୍ଥ ଏହା ନଥିଲା ଯେ ମୃତମାନେ ଆପଣାର ମୃତଲୋକଙ୍କୁ ସମାଧି ଦେବେ I “ମୃତମାନଙ୍କ” ସାମ୍ଭାବିତ ଅର୍ଥଗୁଡିକ ୧) ଯେଉଁମାନେ ଶୀଘ୍ର ମାରିବାକୁ ଯାଉଛନ୍ତି ସେମାନଙ୍କ ନିମନ୍ତେ ଏକ ରୁପକ ଅଟେ, କିମ୍ବା ) ଯେଉଁମାନେ ଯୀଶୁଙ୍କୁ ଅନୁଗମନ କରନ୍ତି ନାହି ଓ ଆତ୍ମିକ ଜୀବନରେ ମୃତ ସେମାନଙ୍କ ନିମନ୍ତେ ଏକ ରୁପକ ଅଟେ I ମୁଖ୍ୟ ବିଷୟ ଯେ ଜଣେ ଶିଷ୍ୟ ଯୀଶୁଙ୍କୁ ଅନୁଗମନ କରିବା ନିମନ୍ତେ କୌଣସି ବିଷୟରେ ହେଳା କରିବା ଉଚିତ ନୁହେଁ I (ଦେଖ:[[rc://*/ta/man/translate/figs-metaphor]])