or_tn/mat/08/20.md

1.8 KiB

Foxes have holes, and the birds of the sky have nests

ଯୀଶୁ ଏହି ଉପଦେଶ ଦ୍ବାରା ଉତ୍ତର ଦେଲେ I ଏହାର ଅର୍ଥ ଏପରିକି ବନ୍ୟପ୍ରାଣୀଙ୍କର ମୁଣ୍ଡ ଗୁଞ୍ଜିବାର ସ୍ଥାନ ଅଛି I (ଦେଖ:rc://*/ta/man/translate/writing-proverbs)

Foxes

କୋକିଶିଆଳି କୁକୁର ସଦୃଶ ପ୍ରାଣୀ ଅଟନ୍ତି I ସେମାନେ ବସାବାନ୍ଧି ରହୁଥିବା ପକ୍ଷୀ ଓ ଅନ୍ୟ ଛୋଟ ପଶୁମାନଙ୍କୁ ଖାଆନ୍ତି I ଯଦି ତୁମ ଅଞ୍ଚଳରେ କୋକିଶିଆଳି ଅପରିଚିତ ଅଟନ୍ତି, କୁକୁର ସଦୃଶ ପଶୁ କିମ୍ବା ଅନ୍ୟ ରକ୍ତପିପାଶୁ ପଶୁ ନିମନ୍ତେ ବ୍ୟବହୃତ ନାମ ଉଲ୍ଲେଖ କର I (ଦେଖ:rc://*/ta/man/translate/translate-unknown)

holes

କୋକିଶିଆଳି ଭୁମିରେ ଗର୍ତ୍ତ କରି ବାସ କରେ I “କୋକିଶିଆଳି” ବାସ କରୁଥିବା ଉପଯୁକ୍ତ ଶବ୍ଦ ବ୍ୟବହାର କର ଯେଉଁଠାରେ “କୋକିଶିଆଳି” ନିମନ୍ତେ ବ୍ୟବହୃତ ପଶୁ ବାସ କରେ I

the Son of Man

ଯୀଶୁ ଆପଣା ବିଷୟରେ କହୁଛନ୍ତି I (ଦେଖ:rc://*/ta/man/translate/figs-123person)

nowhere to lay his head

ଏହା ବିଶ୍ରାମସ୍ଥାନକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ତାଙ୍କର ନିଜର ମୁଣ୍ଡ ଗୁଞ୍ଜିବାର ସ୍ଥାନ ନଥିଲା” (ଦେଖ:rc://*/ta/man/translate/figs-idiom)