# Foxes have holes, and the birds of the sky have nests ଯୀଶୁ ଏହି ଉପଦେଶ ଦ୍ବାରା ଉତ୍ତର ଦେଲେ I ଏହାର ଅର୍ଥ ଏପରିକି ବନ୍ୟପ୍ରାଣୀଙ୍କର ମୁଣ୍ଡ ଗୁଞ୍ଜିବାର ସ୍ଥାନ ଅଛି I (ଦେଖ:[[rc://*/ta/man/translate/writing-proverbs]]) # Foxes କୋକିଶିଆଳି କୁକୁର ସଦୃଶ ପ୍ରାଣୀ ଅଟନ୍ତି I ସେମାନେ ବସାବାନ୍ଧି ରହୁଥିବା ପକ୍ଷୀ ଓ ଅନ୍ୟ ଛୋଟ ପଶୁମାନଙ୍କୁ ଖାଆନ୍ତି I ଯଦି ତୁମ ଅଞ୍ଚଳରେ କୋକିଶିଆଳି ଅପରିଚିତ ଅଟନ୍ତି, କୁକୁର ସଦୃଶ ପଶୁ କିମ୍ବା ଅନ୍ୟ ରକ୍ତପିପାଶୁ ପଶୁ ନିମନ୍ତେ ବ୍ୟବହୃତ ନାମ ଉଲ୍ଲେଖ କର I (ଦେଖ:[[rc://*/ta/man/translate/translate-unknown]]) # holes କୋକିଶିଆଳି ଭୁମିରେ ଗର୍ତ୍ତ କରି ବାସ କରେ I “କୋକିଶିଆଳି” ବାସ କରୁଥିବା ଉପଯୁକ୍ତ ଶବ୍ଦ ବ୍ୟବହାର କର ଯେଉଁଠାରେ “କୋକିଶିଆଳି” ନିମନ୍ତେ ବ୍ୟବହୃତ ପଶୁ ବାସ କରେ I # the Son of Man ଯୀଶୁ ଆପଣା ବିଷୟରେ କହୁଛନ୍ତି I (ଦେଖ:[[rc://*/ta/man/translate/figs-123person]]) # nowhere to lay his head ଏହା ବିଶ୍ରାମସ୍ଥାନକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ତାଙ୍କର ନିଜର ମୁଣ୍ଡ ଗୁଞ୍ଜିବାର ସ୍ଥାନ ନଥିଲା” (ଦେଖ:[[rc://*/ta/man/translate/figs-idiom]])