or_tn/mat/08/11.md

2.2 KiB

you

ଏଠାରେ “ତୁମେ” ବହୁବଚନ ଅଟେ ଓ “ଯେଉଁମାନେ ମାଥିଉ ୮:୧୦ରେ ଅନୁଗମନ କରନ୍ତି” ତାହାଙ୍କୁ ବୁଝାଏ I (ଦେଖ: rc://*/ta/man/translate/figs-you)

from the east and the west

ବିପରିତ ବୋଧକ “ପୂର୍ବ” ଓ “ପଶ୍ଚିମ” ବ୍ୟବହାର କରି “ସବୁଠାରେ” କହିବାର ଏକ ଶୈଳୀ ଅଟେ I ଅନ୍ୟ ଏକ ଅନୁବାଦରେ: “ପ୍ରତ୍ୟେକ ଦିଗରୁ” କିମ୍ବା “ବହୁ ଦୁର ଦୁରାନ୍ତରୁ” (ଦେଖ:rc://*/ta/man/translate/figs-merism)

recline at the table

ସେହି ସଂସ୍କୃତିରେ ଲୋକମାନେ ଭୋଜନରେ ବସିବେ I ଏହି ବାକ୍ୟାଂଶ ସୁଚିତ କରେ ଯେ ସେହି ଭୋଜନରେ ବସିଥିବା ସମସ୍ତ ଲୋକମାନେ ସେହି ପରିବାରର ଓ ଅତିନିକଟ ବନ୍ଧୁ ଅଟନ୍ତି I ଈଶ୍ବରଙ୍କ ରାଜ୍ୟରେ ଆନନ୍ଦ ବାରମ୍ବାର କୁହାଯାଇଛି ଯେପରି ସେଠାରେ ଥିବା ଲୋକମାନେ ଭୋଜନପାନ କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ପରିବାର ଓ ବନ୍ଧୁବର୍ଗ ସଦୃଶ ବସବାସ କର” (ଦେଖ: rc://*/ta/man/translate/figs-metonymy)

in the kingdom of heaven

ଏଠାରେ “ସ୍ବର୍ଗ ରାଜ୍ୟ” ରାଜା ଭାବରେ ଈଶ୍ବରଙ୍କ ରାଜତ୍ବକୁ ବୁଝାଏ I “ସ୍ବର୍ଗ ରାଜ୍ୟ” ବାକ୍ୟାଂଶ କେବଳ ମାଥିଉ ପୁସ୍ତକରେ ଉଲ୍ଲେଖ କରାଯାଇଛି I ଯଦି ସମ୍ଭବ ହୁଏ, ତୁମ ଅନୁବାଦରେ “ସ୍ବର୍ଗ” ଶବ୍ଦକୁ ରଖ I ଅନ୍ୟ ଏକ ଅନୁବାଦରେ: “ଯେଉଁ ସମୟରେ ଆମ୍ଭର ସ୍ବର୍ଗସ୍ଥ ପିତା ଦେଖାଇବେ ଯେ ସେ ରାଜା ଅଟନ୍ତି “ (ଦେଖ: rc://*/ta/man/translate/figs-metonymy)