or_tn/mat/08/10.md

903 B

Truly I say to you

ମୁଁ ତୁମକୁ ସତ୍ୟ କହୁଅଛି, ଏହି ବାକ୍ୟାଂଶ ଯୀଶୁଙ୍କ ପରବର୍ତ୍ତୀ ଉକ୍ତିକୁ ଗୁରୁତ୍ବାରୋପ କରେ I

I have not found anyone with such faith in Israel

ଯୀଶୁଙ୍କ ଶ୍ରୋତାମାନେ ଭାବିଥିବେ ଯେ ଇସ୍ରାଏଲର ଯିହୁଦୀ ମାନେ, ଯେଉଁମାନେ ଈଶ୍ବରଙ୍କ ସନ୍ତାନ ବୋଲି ଦାବି କରନ୍ତି, ଅନ୍ୟମାନଙ୍କ ଠାରୁ ସେମାନଙ୍କର ବିଶ୍ବାସ ବଡ ହୋଇପାରେ I ଯୀଶୁ କହୁଛନ୍ତି ସେମାନେ ଭ୍ରାନ୍ତ ଅଟନ୍ତି ଓ ଶତସେନାପତିର ବିଶ୍ବାସ ବଡ ଥିଲା I (ଦେଖ: rc://*/ta/man/translate/figs-explicit)