or_tn/mat/08/02.md

1.6 KiB

Behold

“ଆଉ ଦେଖ” ଆମ୍ଭମାନଙ୍କୁ ବିବରଣୀର ନୁତନ ବ୍ୟକ୍ତିଙ୍କ ବିଷୟରେ ସାବଧାନ କରାଇ ଦିଏ I ତୁମ ଭାଷାରେ ଏହାକୁ ପ୍ରକାଶ କରିବା ନିମନ୍ତେ ଭିନ୍ନ ମାଧ୍ୟମ ଥାଇପାରେ I

a leper

ଜଣେ କୁଷ୍ଠ ରୋଗରେ ଆକ୍ରାନ୍ତ ବ୍ୟକ୍ତି କିମ୍ବା “ଜଣେ ବ୍ୟକ୍ତି ଯାହାର ଚର୍ମ ରୋଗ ହୋଇଥିଲା”

bowed before him

ଏହା ଯୀଶୁଙ୍କ ସମ୍ମୁଖରେ ନମ୍ରତାର ଏକ ପରିଚୟ ଅଟେ I (ଦେଖ: rc://*/ta/man/translate/translate-symaction)

if you are willing

ଯଦି ଆପଣ ଇଛା କରନ୍ତି କିମ୍ବା “ଯଦି ଆପଣ ଚାହାନ୍ତି” I କୁଷ୍ଠୀ ଜାଣିଥିଲା ଯେ ଯୀଶୁଙ୍କର ତାହାକୁ ସୁସ୍ଥ କରିବାର କ୍ଷମତା ଅଛି, କିନ୍ତୁ ସେ ଜାଣି ନଥିଲା ଯେ ଯୀଶୁ ତାହାକୁ ସ୍ପର୍ଶ କରିବେ କି ନାହିଁ I

you can make me clean

ଏଠାରେ “ଶୁଚି”ର ଅର୍ଥ ସୁସ୍ଥତା ପାଇବା ଓ ପୁଣିଥରେ ସମାଜରେ ବାସ କରିବା I ଅନ୍ୟ ଏକ ଅନୁବାଦରେ: “ତୁମେ ମୋତେ ଶୁଚି କରିପାର” କିମ୍ବା “ ଦୟାକରି ମୋତେ ସୁସ୍ଥ କରନ୍ତୁ” (ଦେଖ: rc://*/ta/man/translate/figs-idiom)