or_tn/mat/08/02.md

20 lines
1.6 KiB
Markdown
Raw Permalink Normal View History

2020-11-19 00:15:53 +00:00
# Behold
“ଆଉ ଦେଖ” ଆମ୍ଭମାନଙ୍କୁ ବିବରଣୀର ନୁତନ ବ୍ୟକ୍ତିଙ୍କ ବିଷୟରେ ସାବଧାନ କରାଇ ଦିଏ I ତୁମ ଭାଷାରେ ଏହାକୁ ପ୍ରକାଶ କରିବା ନିମନ୍ତେ ଭିନ୍ନ ମାଧ୍ୟମ ଥାଇପାରେ I
# a leper
ଜଣେ କୁଷ୍ଠ ରୋଗରେ ଆକ୍ରାନ୍ତ ବ୍ୟକ୍ତି କିମ୍ବା “ଜଣେ ବ୍ୟକ୍ତି ଯାହାର ଚର୍ମ ରୋଗ ହୋଇଥିଲା”
# bowed before him
ଏହା ଯୀଶୁଙ୍କ ସମ୍ମୁଖରେ ନମ୍ରତାର ଏକ ପରିଚୟ ଅଟେ I (ଦେଖ: [[rc://*/ta/man/translate/translate-symaction]])
# if you are willing
ଯଦି ଆପଣ ଇଛା କରନ୍ତି କିମ୍ବା “ଯଦି ଆପଣ ଚାହାନ୍ତି” I କୁଷ୍ଠୀ ଜାଣିଥିଲା ଯେ ଯୀଶୁଙ୍କର ତାହାକୁ ସୁସ୍ଥ କରିବାର କ୍ଷମତା ଅଛି, କିନ୍ତୁ ସେ ଜାଣି ନଥିଲା ଯେ ଯୀଶୁ ତାହାକୁ ସ୍ପର୍ଶ କରିବେ କି ନାହିଁ I
# you can make me clean
ଏଠାରେ “ଶୁଚି”ର ଅର୍ଥ ସୁସ୍ଥତା ପାଇବା ଓ ପୁଣିଥରେ ସମାଜରେ ବାସ କରିବା I ଅନ୍ୟ ଏକ ଅନୁବାଦରେ: “ତୁମେ ମୋତେ ଶୁଚି କରିପାର” କିମ୍ବା “ ଦୟାକରି ମୋତେ ସୁସ୍ଥ କରନ୍ତୁ” (ଦେଖ: [[rc://*/ta/man/translate/figs-idiom]])