or_tn/mat/08/01.md

8 lines
960 B
Markdown

# General Information:
ଏହା ବିବରଣୀରେ ନୁତନ ଭାଗର ଆରମ୍ଭ ଅଟେ ଯେଉଁଠାରେ ଯୀଶୁ ଲୋକମାନଙ୍କୁ ସୁସ୍ଥତା କରିବାର ବିବରଣୀ ଅଟେ I ଏହି ବିଷୟବସ୍ତୁ [ମାଥିଉ ୯:୩୫] (../09/35.md)ରେ ଜାରି ରହିଛି I (ଦେଖ:[[rc://*/ta/man/translate/writing-newevent]])
# When Jesus had come down from the hill, large crowds followed him
ଯୀଶୁ ପର୍ବତରୁ ଓହ୍ଲାଇ ଆସନ୍ତେ, ବହୁସଂଖ୍ୟକ ଲୋକ ତାହାଙ୍କ ପଛେ ପଛେ ଚାଲିଲେ I ବହୁସଂଖ୍ୟକ ଲୋକ ସଂଯୁକ୍ତ ହୋଇଥାଇ ପାରନ୍ତି ଯେଉଁମାନେ ତାହାଙ୍କ ସହିତ ପର୍ବତରେ ଥିଲେ ଓ ଯେଉଁ ଲୋକମାନେ ତାହାଙ୍କ ସହିତ ନଥିଲେ I