or_tn/mat/08/01.md

960 B

General Information:

ଏହା ବିବରଣୀରେ ନୁତନ ଭାଗର ଆରମ୍ଭ ଅଟେ ଯେଉଁଠାରେ ଯୀଶୁ ଲୋକମାନଙ୍କୁ ସୁସ୍ଥତା କରିବାର ବିବରଣୀ ଅଟେ I ଏହି ବିଷୟବସ୍ତୁ [ମାଥିଉ ୯:୩୫] (../09/35.md)ରେ ଜାରି ରହିଛି I (ଦେଖ:rc://*/ta/man/translate/writing-newevent)

When Jesus had come down from the hill, large crowds followed him

ଯୀଶୁ ପର୍ବତରୁ ଓହ୍ଲାଇ ଆସନ୍ତେ, ବହୁସଂଖ୍ୟକ ଲୋକ ତାହାଙ୍କ ପଛେ ପଛେ ଚାଲିଲେ I ବହୁସଂଖ୍ୟକ ଲୋକ ସଂଯୁକ୍ତ ହୋଇଥାଇ ପାରନ୍ତି ଯେଉଁମାନେ ତାହାଙ୍କ ସହିତ ପର୍ବତରେ ଥିଲେ ଓ ଯେଉଁ ଲୋକମାନେ ତାହାଙ୍କ ସହିତ ନଥିଲେ I