or_tn/mat/06/19.md

1.3 KiB

General Information:

ଯୀଶୁ ଲୋକମାନଙ୍କ ଏକଦଳକୁ ବ୍ୟକ୍ତିଗତଭାବେ ସେମାନେ କ”ଣ କରିବା ଉଚିତ ଓ କ”ଣ କରିବା ଅନୁଚିତ ସେହି ବିଷୟରେ କହନ୍ତି I ୨୧ ପଦକୁ ଛାଡିଦେଲେ, “ତୁମେ” ଓ “ତୁମ୍ଭର” ଶବ୍ଦଗୁଡିକର ସମସ୍ତ ବ୍ୟବାହର ବହୁବାଚକ ଅଟନ୍ତି I କେତେକ ଭାଷାରେ “ତୁମେ” ଓ “ତୁମର” ବ୍ୟବହାର ହୁଏତ ବହୁାବଚକ ହୋଇପାରେ I (ଦେଖ: rc://*/ta/man/translate/figs-you)

Connecting Statement:

ଯୀଶୁ ଧନ ଓ ପ୍ରଭୁତ୍ବ ବିଷୟରେ ଶିକ୍ଷା ଦେବା ଆରମ୍ଭ କରୁଛନ୍ତି I

treasures

ଧନ, ଯାହା ଜଣେବ୍ୟକ୍ତି ବହୁତ ମୁଲ୍ୟବାନ ବିବେଚନା କରେ

where moth and rust destroy

ତାହାକୁ କୀଟ ଓ କଳଙ୍କ କ୍ଷୟ କରେ

moth

ଏକ ଛୋଟ କୀଟ ଯାହା ବସ୍ତ୍ର ନଷ୍ଟ କରିଦିଏ

rust

ଏକ ବାଦାମୀ ଉପାଦାନ ଯାହା ଧାତୁରେ ପରିଣତ କରେ