# General Information: ଯୀଶୁ ଲୋକମାନଙ୍କ ଏକଦଳକୁ ବ୍ୟକ୍ତିଗତଭାବେ ସେମାନେ କ”ଣ କରିବା ଉଚିତ ଓ କ”ଣ କରିବା ଅନୁଚିତ ସେହି ବିଷୟରେ କହନ୍ତି I ୨୧ ପଦକୁ ଛାଡିଦେଲେ, “ତୁମେ” ଓ “ତୁମ୍ଭର” ଶବ୍ଦଗୁଡିକର ସମସ୍ତ ବ୍ୟବାହର ବହୁବାଚକ ଅଟନ୍ତି I କେତେକ ଭାଷାରେ “ତୁମେ” ଓ “ତୁମର” ବ୍ୟବହାର ହୁଏତ ବହୁାବଚକ ହୋଇପାରେ I (ଦେଖ: [[rc://*/ta/man/translate/figs-you]]) # Connecting Statement: ଯୀଶୁ ଧନ ଓ ପ୍ରଭୁତ୍ବ ବିଷୟରେ ଶିକ୍ଷା ଦେବା ଆରମ୍ଭ କରୁଛନ୍ତି I # treasures ଧନ, ଯାହା ଜଣେବ୍ୟକ୍ତି ବହୁତ ମୁଲ୍ୟବାନ ବିବେଚନା କରେ # where moth and rust destroy ତାହାକୁ କୀଟ ଓ କଳଙ୍କ କ୍ଷୟ କରେ # moth ଏକ ଛୋଟ କୀଟ ଯାହା ବସ୍ତ୍ର ନଷ୍ଟ କରିଦିଏ # rust ଏକ ବାଦାମୀ ଉପାଦାନ ଯାହା ଧାତୁରେ ପରିଣତ କରେ