or_tn/mat/06/09.md

8 lines
625 B
Markdown

# Our Father in heaven
ଏହା ଈଶ୍ବରଙ୍କୁ ସମ୍ବୋଧନ କରିବା ନିମନ୍ତେ ଯୀଶୁ କିପରି ଲୋକମାନଙ୍କୁ ଶିକ୍ଷା ଦିଅନ୍ତି ଓ ପ୍ରାର୍ଥନାର ଆରମ୍ଭ ଅଟେ I
# may your name be honored as holy
ଏଠାରେ “ତୁମ୍ଭର ନାମ” ସ୍ବୟଂ ଈଶ୍ବରଙ୍କୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ପ୍ରତେକେ ତୁମ୍ଭଙ୍କୁ ଗୌରବ କରନ୍ତି” (ଦେଖ: [[rc://*/ta/man/translate/figs-metonymy]])