or_tn/mat/06/09.md

625 B

Our Father in heaven

ଏହା ଈଶ୍ବରଙ୍କୁ ସମ୍ବୋଧନ କରିବା ନିମନ୍ତେ ଯୀଶୁ କିପରି ଲୋକମାନଙ୍କୁ ଶିକ୍ଷା ଦିଅନ୍ତି ଓ ପ୍ରାର୍ଥନାର ଆରମ୍ଭ ଅଟେ I

may your name be honored as holy

ଏଠାରେ “ତୁମ୍ଭର ନାମ” ସ୍ବୟଂ ଈଶ୍ବରଙ୍କୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ପ୍ରତେକେ ତୁମ୍ଭଙ୍କୁ ଗୌରବ କରନ୍ତି” (ଦେଖ: rc://*/ta/man/translate/figs-metonymy)