or_tn/mat/06/03.md

1.3 KiB

General Information:

ଯୀଶୁ ଲୋକମାନଙ୍କ ଏକଦଳକୁ ସେମାନେ ବ୍ୟକ୍ତିଗତଭାବେ କ”ଣ କରିବା ଉଚିତ ଓ ଅନୁଚିତ ସେ ବିଷୟରେ କହୁଛନ୍ତି I “ତୁମେ” ଏବଂ “ତୁମ୍ଭର” ସମସ୍ତ ଦୃଷ୍ଟାନ୍ତ ବହୁବାଚକ ଅଟନ୍ତି I (ଦେଖ: rc://*/ta/man/translate/figs-you)

Connecting Statement:

ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ଦାନ ବିଷୟରେ ଶିକ୍ଷାଦେବା ଜାରି ରଖିଛନ୍ତି I

do not let your left hand know what your right hand is doing

ଏହା ସମ୍ପୁର୍ଣ୍ଣ ଗୁପ୍ତ ରଖିବା ନିମନ୍ତେ ଏକ ରୁପକ ଅଟେ I ଯେପରି ହସ୍ତ ସାଧାରଣତଃ ଏକତ୍ର କାର୍ଯ୍ୟ କରନ୍ତି ଓ ସବୁସମୟରେ ଅନ୍ୟଟି କଣ କରୁଛି “ଜାଣିବା” ନିମନ୍ତେ କୁହାଯାଏ, ଯେତେବେଳେ ତୁମେ ଗରିବକୁ ଦାନ ଦେଉଛ ତୁମର ଅତିଘନିଷ୍ଠ ହେଲେହେଁ ଜଣାଅ ନାହିଁ I (ଦେଖ: rc://*/ta/man/translate/figs-metaphor)