# General Information: ଯୀଶୁ ଲୋକମାନଙ୍କ ଏକଦଳକୁ ସେମାନେ ବ୍ୟକ୍ତିଗତଭାବେ କ”ଣ କରିବା ଉଚିତ ଓ ଅନୁଚିତ ସେ ବିଷୟରେ କହୁଛନ୍ତି I “ତୁମେ” ଏବଂ “ତୁମ୍ଭର” ସମସ୍ତ ଦୃଷ୍ଟାନ୍ତ ବହୁବାଚକ ଅଟନ୍ତି I (ଦେଖ: [[rc://*/ta/man/translate/figs-you]]) # Connecting Statement: ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ଦାନ ବିଷୟରେ ଶିକ୍ଷାଦେବା ଜାରି ରଖିଛନ୍ତି I # do not let your left hand know what your right hand is doing ଏହା ସମ୍ପୁର୍ଣ୍ଣ ଗୁପ୍ତ ରଖିବା ନିମନ୍ତେ ଏକ ରୁପକ ଅଟେ I ଯେପରି ହସ୍ତ ସାଧାରଣତଃ ଏକତ୍ର କାର୍ଯ୍ୟ କରନ୍ତି ଓ ସବୁସମୟରେ ଅନ୍ୟଟି କଣ କରୁଛି “ଜାଣିବା” ନିମନ୍ତେ କୁହାଯାଏ, ଯେତେବେଳେ ତୁମେ ଗରିବକୁ ଦାନ ଦେଉଛ ତୁମର ଅତିଘନିଷ୍ଠ ହେଲେହେଁ ଜଣାଅ ନାହିଁ I (ଦେଖ: [[rc://*/ta/man/translate/figs-metaphor]])